ଯଦି କାମ କରିପାରୁନ, ଚାକିରି ଛାଡ଼ିଦିଅ: ବର୍ଷିଲେ ଜିଲ୍ଲାପାଳ Ama Tv May 16, 2023 0 କୋରାପୁଟ(ଆମ ଟିଭି): ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ । ଯଦି କାମ କରିପାରୁନ, ଚାକିରି ଛାଡି ଦିଅ ବୋଲି ସଫାସଫା ଶୁଣାଇ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।…