Browsing Tag

latest news

ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ…

ଆଇପିଏଲରେ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଫର୍ମକୁ ଫେରୁଛନ୍ତି ଦାଦା । ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଙ୍କ ଦାଦାଗିରି । କାହିଁକି ନା, କିଛି ବର୍ଷର ବ୍ରେକ ପରେ ପୁଣିଥରେ ଆଇପିଏଲରେ ସାମିଲ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍

ମୁମ୍ବାଇ (ଆମ ଟିଭି): ନୂଆ ବର୍ଷରେ ଆରମ୍ଭ ହେବାକୁ ଯାଉଛି ନୂଆ ସିରିଜ । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ…

କିଛି ଦିନର ବିରତି ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ଼ୋ ଯାତ୍ରା

ଉତ୍ତରପ୍ରଦେଶ (ଆମ ଟିଭି): କିଛି ଦିନର ବ୍ରେକ ପରେ ପୁଣି ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାଜଧାନୀ ଦିଲ୍ଲୀରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଶୀତ ପାଇଁ ବିଶ୍ରାମ ପରେ ଆଜି…

ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼

କୋଲକାତା (ଆମ ଟିଭି): ନିକଟରେ ଲଞ୍ଚ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସୋମବାର ପଶ୍ଚିମବଙ୍ଗରେ ପଥର ମାଡ଼ କରାଯାଇଛି। ମାଲଦା ଜିଲ୍ଲାର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପଥର…

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ

ପାରାଦୀପ (ଆମ ଟିଭି): ଓଡିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ପାରାଦୀପରେ ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ରୁଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁର କାରଣ…

ସେବାୟତଙ୍କ କଳି ପାଇଁ ୩ ଦିନ ହେଲା ଓପାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର (ଆମ ଟିଭି): ସେବାୟତଙ୍କ କଳି ପାଇଁ ଦୀର୍ଘ ୩ ଦିନ ହେବ ଓପାସ ରହିଛନ୍ତି ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି…

ତାଜମହଲ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ (ଆମ ଟିଭି): ଯେଉଁମାନେ ନୂଆ ବର୍ଷରେ ତାଜମହଲ ପରିଦର୍ଶନ କରନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଆଗ୍ରା ଡେଭଲପମେଣ୍ଟ ଅଥରିଟି ପର୍ୟ୍ୟଟକମାନଙ୍କୁ ଟିକେଟ୍ ଲାଇନ ଏବଂ…

ମମତା ଆରମ୍ଭ କଲେ ଦିଦିର ସୁରକ୍ଷା କବଚ ଅଭିଯାନ

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ଆରମ୍ଭ କଲେଣି ଅଭିଯାନ ।  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳ ତ୍ରୁଣମୂଳ…

୨ ଦିନ ହେବ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର (ଆମ ଟିଭି): ସେବାୟତଙ୍କ କଳି ପାଇଁ ଓପାସ ରହୁଛନ୍ତି ଠାକୁର । ୨ଦିନ ହେବ ବନ୍ଦ ରହିଛି ସମସ୍ତ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ…