Browsing Tag

latest update

ଚିନ୍ତା ବଢାଉଛି ବର୍ଷା: ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବା ବେଳେ ଏବେ ପୁଣି ଆଉ ଏକ ଲଘୁଚାପ ଖବର ଲୋକଙ୍କ ଚିନ୍ତା ବଢାଇଛି । ରାଜ୍ୟରେ ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ…

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ ପରେ ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିବେ କିଙ୍ଗ ଚାର୍ଲସ

ଲଣ୍ଡନ (ଆମ ଟିଭି): ଆଉ ନାହାନ୍ତି ଲଣ୍ଡନର ମହାରାଣୀ ଏଲିଜାବେଥ ଦ୍ୱିତୀୟ । ତାଙ୍କ ବିୟୋଗରେ ସମଗ୍ର ଇଣ୍ଡନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରେ ତାଙ୍କ ବଡ଼ ପୁଅ ତାଙ୍କ ଦାୟିତ୍ୱ…

୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷିତ: ପୁଲ୍-ଡିରେ ଭାରତ

ଭୁବନେଶ୍ୱର (ଆମ ଟିଭି): ୨୦୨୩ ହକି ବିଶ୍ୱ କପ୍ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହାରି ଭିତରେ ୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଲେ ଏପରି…

କୋଲକାତା (ଆମ ଟିଭି): ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଏଥର ନେତାଜୀଙ୍କ ମୂର୍ତ୍ତୀ ଉନ୍ମୋଚନ ଓ ବାଂଲାଦେଶ…

ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି ଉଦ୍ଧବ ଠାକରେ: ଅମିତ ଶାହା

ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ଉଦ୍ଧବଙ୍କୁ ଟାର୍ଗେଟ କଲେ ଅମିତ ଶାହା । ମହାରାଷ୍ଟ୍ର ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଆଜି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି,…

“ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ, ଏକ ହୁଂକାର ଓ ସମୟର ଆବଶ୍ୟକତା : ଅନସୁଲ ଅଭିଜିତ

ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଦେଶର…

ଏଣିକି PDS ଚାଉଳ ହିତାଧିକାରୀଙ୍କୁ ମିଳିବ ଭିଟାମିନଯୁକ୍ତ ଚାଉଳ

ଭୁବନେଶ୍ୱର(ଆମ ଟିଭି): PDS ଚାଉଳ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ମିଳିବ । ପୂର୍ବରୁ ସମ୍ବଲପୁର, ବରଗଡ଼…

ଲାଲୁଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳିକରି ହତ୍ୟା

ପାଟଣା(ଆମ ଟିଭି): ବିହାର ରାଜନୀତିରେ ରାଜନୈତିକ ମହୋଲ ସରଗରମ ଥିବା ବେଳେ ଆଜି ଆସିଛି ଏକ ବଡ଼ ଖବର।  ବିହାର ସାସାରାମ ଜିଲ୍ଲାରେ ଆରଜେଡି ନେତା ବିଜେନ୍ଦ୍ର ଯାଦବଙ୍କୁ ଗୁଳି ମାରି ହତ୍ୟା…

କଥା ରଖିଲେ ପଞ୍ଜାବ ସରକାର: ୨୫ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଆସିଲା ମାଗଣା

ଚଣ୍ଡିଗଡ଼ (ଆମ ଟିଭି): ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ମାଗଣାରେ ବିଦ୍ୟୁତ୍ ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ। ତାଙ୍କ ପ୍ରତିଶ୍ରୁତିରୁ ଦୁଇ ମାସ ବିତିଗଲାଣି । ପଞ୍ଜାବ ସରକାର ଦାବି…

ଖୁବଶୀଘ୍ର ସିନ୍ଦେ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁମାନଙ୍କୁ ମିଳିବ ମନ୍ତ୍ରୀ ପଦ?

ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୁଧୀର ମୁଙ୍ଗନ୍ତୀୱର ସିନ୍ଦେ କ୍ୟାବିନେଟର ଦ୍ୱିତୀୟ କ୍ୟାବିନେଟ ସମ୍ପ୍ରସାରଣ ସମ୍ପର୍କରେ…