ହାଣ୍ଡିଶାଳରେ ଫୁଟିଲା ହସ, ଇନ୍ଧନ ପରେ ୪୦ ଟଙ୍କା କମିଲା ସୋରିଷ ତେଲ Rasmi Ranjan May 23, 2022 0 ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ହାଣ୍ଡିଶାଳରେ ଫୁଟିଲା ହସ। ପେଟ୍ରୋଲ-ଡିଜେଲ ଦର ପରେ ୪୦ ଟଙ୍କା କମିଲା ଘଣା ସୋରିଷ ତେଲ ଦର। ଦରଦାମ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଶନିବାର…