ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବେନି ୧୯ ବିରୋଧୀ ଦଳ Ama Tv May 24, 2023 0 ନୂଆଦିଲ୍ଲୀ(ଆମ ଟିଭି): ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି । ଉତ୍ସବ ବର୍ଜନ ପାଇଁ କଂଗ୍ରେସ ସମେତ ୧୯ ବିରୋଧୀ ଦଳଙ୍କ ଘୋଷଣା । ରବିବାର ପ୍ରଧାନମନ୍ତ୍ରୀ…