ଓସିଏ ସଭାପତି ଭାବେ ଦାୟିତ୍ୱ ନେଲେ ପ୍ରଣବ ପ୍ରକାଶ ଦାସ Ama Tv Oct 28, 2022 0 କଟକ (ଆମ ଟିଭି): ଆଜିଠୁ ଓସିଏରେ ଆରମ୍ଭ ହେଲା ବବି ରାଜ୍ । କାରଣ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।…