କମନୱେଲଥ ଗେମ୍ସ: ସ୍ୱର୍ଣ୍ଣ ଜିତିଲେ ରବି ଦହିୟା Ama Tv Aug 6, 2022 0 ବର୍ମିଂହାମ (ଆମ ଟିଭି): ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ ରେସଲର ରବି ଦହିୟା ଚମତ୍କାର କରିଛନ୍ତି। କମନୱେଲଥ ଗେମ୍ସରେ ସେ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ…