ସଂସଦରେ ରାମନାଥ କୋବିନ୍ଦଙ୍କୁ ଦିଆଗଲା ବିଦାୟୀ ସମ୍ବର୍ଦ୍ଧନା Ama Tv Jul 23, 2022 0 ନୂଆଦିଲ୍ଲୀ (ଆମ ନ୍ୟୁଜ୍): ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସଂସଦରେ ବିଦାୟ ଦିଆଯାଇଥିଲା। ରାଜ୍ୟସଭା ଓ ଲୋକସଭାର ଉଭୟ ଗୃହ ମିଳିତ ଭାବେ ଏହି ବିଦାୟ ସମାରୋହ ଆୟୋଜିତ ହୋଇଥିଲା।…