NationalPoliticsState ନଡ୍ଡାଙ୍କୁ ଭେଟିଲେ ମନମୋହନ By Ama Tv On May 17, 2023 0 Share ନୂଆଦିଲ୍ଲୀ (ଆମ ଟିଭି): ନଡ୍ଡାଙ୍କୁ ଭେଟିଲେ ମନମୋହନ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ରାଜ୍ୟର ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । jp naddalatest newsmanmohan samalupdate news 0 Share FacebookTwitterWhatsApp