ବିକ୍ରମର ନୂଆ ଫଟୋ ପଠାଇଲା ପ୍ରଜ୍ଞାନ

0

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ‘ରୋଭର୍‌ ପ୍ରଜ୍ଞାନ’ ଆଜି ସକାଳେ ପ୍ରଥମ କରି ତା’ର ‘ନେଭିଗେସନ୍‌ କ୍ୟାମେରା’ରେ ଚନ୍ଦ୍ରପୃଷ୍ଠରେ ଥିବା ‘ଲାଣ୍ଡର୍‌ ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍‌ କରିଥିବା କଥା ‘ଇସ୍ରୋ’ କହିଛି।

‘ଏକ୍ସ୍‌’ କରି (ଟୁଇଟ୍‌) ‘ଇସ୍ରୋ’ ଲେଖିଛି: ଚନ୍ଦ୍ରଯାନ-୩ ଅଭିଯାନ: ‘ସ୍ମାଇଲ୍‌, ପ୍ଲିଜ୍‌!’ ‘ପ୍ରଜ୍ଞାନ ରୋଭର୍‌’ ଆଜି ସକାଳେ ‘ବିକ୍ରମ ଲାଣ୍ଡର୍‌’ର ଫଟୋ ଉଠାଇଛି।

‘ରୋଭର୍‌’ରେ ଲାଗିଥିବା ‘ନେଭିଗେସନ୍‌ କ୍ୟାମେରା’ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି।

 

Leave A Reply

Your email address will not be published.