ବଡ଼ ଖବର; ଜେଲ୍‌ରେ ରହିବେ କବିତା

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସିବିଆଇ ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ କୋର୍ଟ ଏକ ବଡ଼ ଝଟ୍‌କା ଦେଇଛନ୍ତି। ସୋମବାର ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ସିବିଆଇର ଦାବିକୁ ଅନୁମୋଦନ କରିଛି। ୨୩ ଏପ୍ରିଲ ପର୍ଯ୍ୟନ୍ତ କବିତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ସିବିଆଇ କବିତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା।

ସୋମବାର କବିତାଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟକୁ ଅଣାଯାଇଥିଲା। ସ୍ବତନ୍ତ୍ର ବିଚାରପତି କାବେରୀ ବାବେଜାଙ୍କ କୋର୍ଟରେ ଉପସ୍ଥିତ। କବିତା ଅଭିଯୋଗ କରିଛନ୍ତି ଯେ, ସିବିଆଇ ବାରମ୍ବାର ସମାନ ପ୍ରଶ୍ନ ପଚାରୁଛି। ଏହାପୂର୍ବରୁ ଶୁକ୍ରବାର ସିବିଆଇ କବିତାଙ୍କୁ ୩ ଦିନ ରିମାଣ୍ଡରେ ନେଇଥିଲା।

Leave A Reply

Your email address will not be published.