ଆସିଲା +୨ ରେଜଲ୍ଟ ; ଜାଣନ୍ତୁ ଛାତ୍ର ଆଗରେ ନା ଛାତ୍ରୀ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶ

ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଫଳ। ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି। ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ…

ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ

ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି। ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନ୍‌ସୁଲ ଜେନେରାଲ, ଓଡ଼ିଶା-ଜାପାନ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା

କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି…

ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧକୁ ନେଇ ଏକ ବଡ ଖବର ବୁଧବାର ସାମ୍ନାକୁ ଆସିଛି। ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ଏଥିରେ ଟ୍ରମ୍ପଙ୍କ ୪ ଜଣ…

୪୬ ଡିଗ୍ରୀ ଛୁଇଁଲା ଝାରସୁଗୁଡା

ଅସହ୍ୟ ତାତିରେ ଜଳୁଛି ସାରା ଓଡିଶା। ଝାରସୁଗୁଡାରେ ୪୬ ଡିଗ୍ରୀ ସେଲସିୟସ ଛୁଇଁଲା ତାପମାତ୍ରା। ଗତକାଲି ଏହି ସମୟରେ ତାପମାତ୍ରା ଥିଲା ୪୧ ଡିଗ୍ରୀ। ଝାରସୁଗୁଡା ରାଜ୍ୟରେ ସବୁଠାରୁ ରାଜ୍ୟର…

ରଜରେ ପରଦାକୁ ଆସିବ ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’*

ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ସାବିତ୍ରୀ ବ୍ରତ ଅବସରରେ ଅର୍ଦ୍ଧେନ୍ଦୁ ତାଙ୍କ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ ଘୋଷଣା କରିଛନ୍ତି ।…

ରଜରେ ପରଦାକୁ ଆସିବ ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’

ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ସାବିତ୍ରୀ ବ୍ରତ ଅବସରରେ ଅର୍ଦ୍ଧେନ୍ଦୁ ତାଙ୍କ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ ଘୋଷଣା…

ବାଣୀଚିତ୍ର ସମ୍ମାନ–୨୦୨୬’: ସବ୍ୟସାଚୀ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ୫୮ତମ ‘ବାଣୀଚିତ୍ର ସମ୍ମାନ–୨୦୨୬’।ଏହି ଅବସରରେ ଓଡ଼ିଆ ସିନେମା ଜଗତର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା କଳାକାର…

ଅନୁପମ ପଟ୍ଟନାୟକଙ୍କ ‘ମନ୍ତ୍ର ମୁଗ୍ଧ’ର ଧମାକା,୧୫ ଦିନରେ ୩ କୋଟିରୁ ଅଧିକ କଲେକ୍ସନ

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ବକ୍ସ ଅଫିସରେ ଧମାକା କରୁଛି । କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କ…

ଆଫଗାନିସ୍ତାନରେ ୪୭ ଲକ୍ଷ ଲୋକ ଅନାହାରର ଶିକାର

ଆଫଗାନିସ୍ତାନରେ କ୍ଷୁଧା ଏବଂ ଦାରିଦ୍ର୍ୟ ସଙ୍କଟଜନକ ହେବାରେ ଲାଗିଛି । ଜାତିସଂଘ ଅନୁଯାୟୀ, ୪୭ ଲକ୍ଷ ଲୋକ ଅନାହାରରେ ଅଛନ୍ତି । କାମ ଏବଂ ଖାଦ୍ୟର ଅଭାବ ଅନେକ ପରିବାରକୁ ସେମାନଙ୍କ…