୨୨ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ…

ସମସ୍ତ ଭାରତୀୟ ହିନ୍ଦୁ’ଆରଏସଏସ ମୁଖ୍ୟ ମୋହନ ଭଗବତ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ ଭାରତ ଏକ ହିନ୍ଦୁ ରାଷ୍ଟ୍ର । ସେ କହିଛନ୍ତି, ଆଦର୍ଶଗତ ଭାବରେ ସମସ୍ତ ଭାରତୀୟ ହିନ୍ଦୁ ଏବଂ ହିନ୍ଦୁ…

ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

"ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା…

ତାଳଚେର ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ପରିସରରୁ ଏକ ବୋମା ଉଦ୍ଧାର ହୋଇଛି। ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ…

ପାକିସ୍ତାନରେ ୩୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ :ପାକିସ୍ତାନର ସରକାର ଗୁରୁବାର ଅର୍ଥାତ ୩୧ ଅଗଷ୍ଟ ବିଳମ୍ବିତ ରାତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୪ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ଅର୍ଥାତ…

ବକ୍ସିଂ ତାରକା ଏମ୍‌ ସି ମେରି ଶାହାଙ୍କୁ ଲେଖିଲେ ଚିଠି

ଇମ୍ଫାଲ,୧।୯: ମଣିପୁରରେ ଘଟିଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ବକ୍ସିଂ ତାରକା ଏମ୍‌ ସି ମେରି କମ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ଆଜି ଲଞ୍ଚ ହେବ ନାହିଁ ଇଣ୍ଡିଆ ଲୋଗୋ

ମୁମ୍ବାଇ,୧।୯: ଇଣ୍ଡିଆ ମେଣ୍ଟ ବୈଠକର ଦ୍ୱିତୀୟ ଦିନରେ ଲୋଗୋ ଉପରେ ଏ ପର୍ଯ୍ୟନ୍ତ ସହମତ ପ୍ରକାଶ ପାଇନାହିଁ। ତେଣୁ ଆଜି ଲୋଗୋ ଲଞ୍ଚ୍‌ ହେବ ନାହିଁ। ୬ଟି ଲୋଗୋରୁ ଗୋଟିଏକୁ ଚୂଡାନ୍ତ…

ଭୟରେ ସ୍ୱତନ୍ତ୍ର ଅଧିବେଶନ ଠକାଇଛନ୍ତି କେନ୍ଦ୍ର ସରକାର, ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକରାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଦାନୀ ମାମଲା ସମ୍ପର୍କରେ ସେ କହିଛନ୍ତି ଯେ…

ସ୍ୱତନ୍ତ୍ର ଅଧିବେଶନ ଡକାଇଲେ କେନ୍ଦ୍ର ସରକାର, ଟ୍ୱିଟ କରି ସୂଚନା ଦେଲେ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ :କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ୍‌ କରି କହିଛନ୍ତି ଯେ ୧୮ରୁ୨୨ ସେପ୍‌ଟେମ୍ବର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ସେ କହିଛନ୍ତି ଯେ ଏହି ଅମୃତ କାଲରେ କିଛି…

ସର୍ଭେ ରିପୋର୍ଟ: ୮୦ ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତର ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦି । ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଶର ୮୦ ପ୍ରତିଶତ ନାଗରିକଙ୍କ ଅନୁକୂଳ ଦୃଷ୍ଟିକୋଣ ରହିଛି ।…