ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀଙ୍କ ପ୍ରଶ୍ନକୁ ନେଇ ଚର୍ଚ୍ଚା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ କରିଥିବା ପ୍ରଶ୍ନକୁ ନେଇ ଚର୍ଚ୍ଚା। ପୁଅ କେତେ ରନ୍ କରିଛନ୍ତି ବୋଲି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶ୍ନ କରିଛନ୍ତି…

ସୁଶିଲ ମୋଦୀଙ୍କ ବୟାନକୁ ନେଇ ବିହାର ରାଜନୀତି ସରଗରମ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ ନୀତୀଶ କୁମାରଙ୍କୁ ନେଇ କରିଥିବା ଦାବି ପରେ ରାଜନୀତି ତୀବ୍ର ହୋଇଛି। ଏବେ ବିଜେପି ସାଂସଦ ସୁଶୀଲ ମୋଦୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।…

ଡାଲିକୁ ନେଇ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଟମାଟୋ ଦର ଏବେ ବି କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି | ଖୁଚୁରାରେ ଟମାଟୋ କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ଅଧିକ ଦାମରେ ଥିବାବେଳେ ଏବେ ଖାଉଟିଙ୍କ ପାଇଁ ଆଉ ଏକ ବୋଝ…

ମଣିପୁର ହିଂସା ପଛରେ ବିଦେଶୀ ଶକ୍ତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ତାତି ରହିଛି | ମଣିପୁର ହିଂସା ପାଇଁ ସଂସଦର ମୌସୁମୀ ଅଧିବେଶନ ବି ସୁରୁଖୁରୁରେ ଚାଲିପାରୁନାହିଁ | ବିରୋଧୀମାନେ ହଟଗୋଳ କରି ଉଭୟ…

ବିବାହ କରିବେ ରାହୁଲ ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ | ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରେ ଲଗାତାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । କିଛି ଦିନ ତଳେ ସୃଷ୍ଟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇ ଦୁର୍ବଳ ହେବା ପରେ ଏବେ ଆଉ ଏକ ଲଘୁଚାପ ସୃଷ୍ଟି…

କର୍ଣ୍ଣାଟକ କଂଗ୍ରେସରେ ମହାନାଟକ

କର୍ଣ୍ଣାଟକାରେ କ୍ଷମତା ଦଖଲ କରିଥିବା କଂଗ୍ରେସ ସରକାରରେ ମତପାର୍ଥକ୍ୟ ଦେଖାଯାଇଛି। ମନ୍ତ୍ରୀମାନେ ବିଧାୟକଙ୍କୁ ପାଣ୍ଠି ଦେଉ ନଥିବା ବେଳେ କିଛି ନେତା ଖୋଦ ନିଜ ସରକାର ଉପରେ ପ୍ରଶ୍ନ…

କେରଳ ରାଜ୍ୟପାଳଙ୍କ ସୁରକ୍ଷାରେ ତ୍ରୁଟି

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି। ଉତ୍ତର ପ୍ରଦେଶରେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ସେ ନୋଏଡାରେ ଗୋଟିଏ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରୁଥିବା ବେଳେ…

ବଦ୍ରୀ ସେଶାଦ୍ରିଙ୍କୁ ଗିରଫ କଲା ତାମିଲନାଡୁ ପୁଲିସ୍‌

ଜଣାଶୁଣା ପ୍ରକାଶକ ଓ ତଥାକଥିତ ରାଜନୀତିକ ବିଶ୍ଲେଷକ ବଦ୍ରୀ ସେଶାଦ୍ରିଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ୍‌। ସେ ମଣିପୁର ଓ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବିରୋଧରେ…

ଏବେ ରାଜ୍ୟରେ କେତେ ବାଘ, ଜାଣନ୍ତୁ

ଶିମିଳିପାଳରେ ବଢ଼ିଛି ବାଘ ସଂଖ୍ୟା, କିନ୍ତୁ ଓଡ଼ିଶାରେ କମିଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ…