ପ୍ରେମ୍ ଆନନ୍ଦଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ କୁନ୍ଦ୍ରା

କଟକ(ଆମ ଟିଭି): ହିନ୍ଦୀ ସିନେମାରେ ସଂଗୀତ ଦେବାକୁ ଯାଉଛନ୍ତି ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ୍ ‘ଶ୍ୟାମଲାଲ୍ ଗୁପ୍ତାକୋ ଜାତେହୋ କ୍ୟା’ ହିନ୍ଦୀ ସିନେମାରେ ସେ ସଂଗୀତ…

ଡିଜିସିଏ ମୁଖ୍ୟ ପଦରୁ ହଟିଲେ ବିକ୍ରମ ଦେବଦତ୍ତ

ନୂଆଦିଲ୍ଲୀ(ଆମ ଟିଭି): ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିକ୍ରମ ଦେବ ଦତ୍ତଙ୍କୁ ପଦରୁ ହଟାଇଦିଆଯାଇଛି  । ଭାରତୀୟ ଏୟାରଲାଇନ୍ସକୁ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ…

ଅନ୍ଧାରରେ ୬୨୦ କର୍ମଚାରୀଙ୍କ ଭବିଷ୍ୟତ; ବନ୍ଦ ହେବ ନବୀନ ସରକାରଙ୍କ ଅମଳର ମୁକ୍ତା ଯୋଜନା

ଭୁବନେଶ୍ୱର(ଆମ ଟିଭି):  ଆମ ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଜେପି ସରକାର କ୍ଷମତାକୁ ଆସିଛନ୍ତି। ତେବେ ସରକାର ବଦଳିବା ପରେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ…

ବାତ୍ୟା ‘ଦାନା’କୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର (ଆମ ଟିଭି): ସାମ୍ଭାବ୍ୟ  ବାତ୍ୟା ‘ଦାନା’କୁ ନେଇ ସମସ୍ତ  ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ରବିବାର ସାରେ ବାତ୍ୟା ମୁକାବିଲା ପାଇଁ  ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆସୁଛି ବଡ଼ ବାତ୍ୟା

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି…

ଓଡିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ଆମ ଟିଭି): ସ୍ଥାନୀୟ ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁମ୍ବାଇ ସିନେ…

ଝାଡ଼ଖଣ୍ଡ ନିର୍ବାଚନ ୨୦୨୪: ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ରାଞ୍ଚି (ଆମ ଟିଭି): ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,…

ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆସିଲା ଦିଲ୍ଲୀରୁ ଡାକରା

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତି ପରେ ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀରୁ ମିଳିଛି ଡାକରା । ଦିଲ୍ଲୀରେ ବିଜେପି…

ମାଲ୍‌ ପରିବହନ ଗାଡ଼ିରେ ଜିପିଏସ୍‌ ଲାଗୁ ପାଇଁ ଦାବି କଲେ ସୋଫିଆ

କଟକ (ଆମ ଟିଭି): ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲାଗୁ କରିବାକୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ…

Cyclone Dana: ସ୍ପଷ୍ଟ ହେଲା ବାତ୍ୟା, ଓଡ଼ିଶାକୁ ସତର୍କ ରହିବା ନେଇ IMD ଡିଜି କହିଲେ…

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ…