ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥଙ୍କ ଡ୍ରାଇଭର ଦେହରେ ବାଜିଛି ୩ ଗୁଳି, ଅବସ୍ଥା ଗୁରୁତର

କୋଲକତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ରକ୍ତମୁଖା ପାଲଟିଛନ୍ତି ଟିଏମସିର ଗୁଣ୍ଡା । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପ୍ରଗଣାର…

ଅପରେସନ ସିନ୍ଦୂରକୁ ବର୍ଷେ : ଭାରତୀୟ ବାୟୁସେନା ଜାରି କଲା ଖାସ୍ ଭିଡିଓ, ଦେଖିବାକୁ ମିଳିଲା ପ୍ରତିଶୋଧର କାହାଣୀ

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପୂରଣ ହୋଇଛି । ଆଜିର ଦିନକୁ ସେଲିବ୍ରେଟ୍ କରିବା ପାଇଁ ଭାରତୀୟ ବାୟୁସେନା ଏକ ଖାସ୍ ଭିଡିଓ…

ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ, ନିଶାନ୍ତଙ୍କ ସମେତ ୩୨ ଜଣ ମନ୍ତ୍ରୀ ଶପଥ ନେଲେ

ବିହାର : ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ…

ଗୃହ ନିର୍ମାଣ ପ୍ଲାନ୍ ଆପ୍ରୁଭାଲ ପାଇଁ ଅଟକିବନି ଫାଇଲ୍, ସପ୍ତାହରୁ ଅଧିକ ଦିନ ଅଟକିଲେ ତଣ୍ଡ ଗଣିବେ ଅଧିକାରୀ

ଭୁବନେଶ୍ବର: ଗୃହ ନିର୍ମାଣ ଲାଗି ପ୍ଲାନ୍ ଆପ୍ରୁଭାଲ ପାଇଁ ଆଉ ମାସାଧିକାଳ ଅଟକିବନି ଫାଇଲ୍ । ଏକ ସପ୍ତାହ ମଧ୍ୟରେ ମିଳିବ ଆପ୍ରୁଭାଲ୍ । ଯଦି ଏକ ସପ୍ତାହରୁ ଅଧିକ ଦିନ ଫାଇଲ ଅଟକିଲେ ତଣ୍ଡ…

ଯାତ୍ରା ଇଣ୍ଡଷ୍ଟ୍ରିରେ ଚାର ଚାନ୍ଦ ଲଗେଇବ ଅପେରା ସୂର୍ଯ୍ୟବଂଶୀ

ଆସନ୍ତା ଯାତ୍ରା ସିଜନ ପାଇଁ ନବଗଠିତ ଅପେରା ପାର୍ଟିଗୁଡିକ ମଧ୍ୟରେ ରହିଛି ଅପେରା ସୂର୍ଯ୍ୟବଂଶୀ । ଏହାର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଉକ୍ତ ପାର୍ଟିର ପ୍ରଯୋଜକ ଅଛନ୍ତି ସୁନୀଲ କୁମାର…

ଥିଏଟରରେ ‘ମନ୍ତ୍ର ମୁଗ୍ଧ’ କ୍ରେଜ, ୫ ଦିନରେ 1 କୋଟି ପାର୍ ..

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ମୁକ୍ତି ପରେ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି। ସଂପୂର୍ଣ୍ଣ ନୂଆ ଅଭିନେତା-ଅଭିନେତ୍ରୀଙ୍କ ସହ ତିଆରି ହୋଇଥିବା ଏହି ଫିଲ୍ମ ଆରମ୍ଭରୁ ଦର୍ଶକଙ୍କ…

ବିବାହ ପରେ ନୂଆ ଅଧ୍ୟାୟ, ମାଆ ହେଲେ ଅଭିନେତ୍ରୀ ଲିପ୍ସା

ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ମାଆ ହୋଇଛନ୍ତି। ସ୍ୱାମୀ ଆକାଶ ଆଚାର୍ଯ୍ୟଙ୍କ ଘରକୁ ଆସିଛି କୁନି ଅତିଥି। ବିବାହର ପ୍ରାୟ ୩ ବର୍ଷ ପରେ ଉଭୟ ପ୍ରଥମ ସନ୍ତାନର ପିତାମାତା ହୋଇଥିବା ଖବର…

ଗୋଟିଏ ଭୋଟ ବଦଳାଇପାରେ ରାଜନୈତିକ ଦୃଶ୍ୟପଟ

ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ।କେବଳ ଗୋଟିଏ ଭୋଟ ରାଜନୈତିକ ଦୃଶ୍ୟପଟକୁ ବଦଳାଇପାରେ।ତାହାର ଏକ ପ୍ରମୁଖ ଉଦାହରଣ ତାମିଲନାଡୁର ତିରୁପତ୍ତୁର ବିଧାନସଭା ଆସନରୁ ଦେଖିବାକୁ…

ମହିଳା ଶକ୍ତିର ଉଦାହରଣ—ବାସନ ମଜାରୁ ବିଧାୟକ

ଗତକାଲି ପର୍ଯ୍ୟନ୍ତ ଯିଏ ଘରେ ଘରେ ବୁଲି ବାସନ ମଜାମଜି ଏବଂ ପୋଛାପୋଛି କରୁଥିଲେ, ସେଇ ମହିଳା ଆଜି ଲୋକଙ୍କ ଭୋଟରେ ବିଧାୟକ ହୋଇଛନ୍ତି। ପଶ୍ଚିମବଙ୍ଗର ଆଉସଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ…

ଆତ୍ମା-ଶରୀର-ମନର କାହାଣୀ ସହ ‘ବିଦେହ’, କେବେ ଆସିବ ପରଦାକୁ?

ନିଛକ ଓଡ଼ିଆ ମାଟିର ଗନ୍ଧ ଓ ଓଡ଼ିଶାର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ବିଦେହ’ ଆସନ୍ତା ମେ 15 ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।…