ଦିପାବଳୀରେ ସରକାରୀ କର୍ମଚାରୀଙ୍କ ବଡ ଘୋଷଣା

0

ନୂଆଦିଲ୍ଲୀ (ଆମ ଟିଭି): ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି।

ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀ ସରକାରରେ କାର୍ୟ୍ୟ କରୁଥିବା ୮୦ହଜାର ଗ୍ରୁପ ବି, ଅଣ ଗେଜେଟେଡ ଏବଂ ଗ୍ରୁପ ସି କର୍ମଚାରୀମାନେ ଏହି ସୁବିଧା ପାଇବେ। ପ୍ରତ୍ୟେକ କର୍ମଚାରୀଙ୍କୁ ୭ହଜାର ଟଙ୍କା ବୋନସ ଦିଆଯିବ। ଏଥିପାଇଁ ୫୬ କୋଟି ଟଙ୍କା ଖର୍ଚ୍ଚ ହେବ।

Leave A Reply

Your email address will not be published.