Browsing Category

Politics

କଂଗ୍ରେସକୁ ବଡ଼ ଝଟକା: ଇସ୍ତଫା ଦେଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମିଲିନ୍ଦ ଦେଓରା…

ଇରାନ୍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଇରାନ୍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଡଃ ସୁବ୍ରମଣ୍ୟମ ଜୟଶଙ୍କର ଆଜିଠାରୁ ୨ ଦିନିଆ ଇରାନ ଗସ୍ତରେ ଯିବେ। ସେ ସେଠାରେ ଇରାନର ବିଦେଶ ମନ୍ତ୍ରୀ ଡଃ…

ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା

ଭୁବନେଶ୍ୱର(ଆମ ଟିଭି): ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଭିତରକନିକା ବନ୍ଦ ଥିଲା । ଗତ ୪ରୁ ୧୩ ତାରିଖ ଯାଏଁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ଥିଲା…

କରୋନା ସମୟରେ ଲୁଟିଛି ବିଜେଡି: ବର୍ଷିଲା ବିଜେପି

ଭୁବନେଶ୍ୱର(ଆମ ଟିଭି): ପୁଣି ରାଜ୍ୟରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି । କୋଭିଡ୍ ବେଳେ ୪୦ ହଜାର କୋଟି ଟଙ୍କାର ହୋଇଛି ଦୁର୍ନୀତି । ଏକ ପ୍ରେସମିଟରେ ଏଭଳି ଅଭିଯୋଗ ଉଠାଇଛି ରାଜ୍ୟ…

ବାଲେଶ୍ୱରରୁ ନିର୍ବାଚନ ଲଢିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର(ଆମ ଟିଭି): ବାଲେଶ୍ୱର ଲୋକସଭା ଆସନରୁ ଲଢିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାକୁ ନେଇ କାହିଁ କେତେ ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏହି ଚର୍ଚ୍ଚାର…

ୟୁକ୍ରେନ୍‌ ଉପରେ ଲଗାତାର ୪୦ଟି ମିଶାଇଲ ମାଡ଼ କଲା ଋଷ୍‌

ନୂଆଦିଲ୍ଲୀ(ଆମ ଟିଭି): ଋଷ ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି। ୟୁକ୍ରେନ୍‌ ବାୟୁ ପ୍ରତିରକ୍ଷା ନେଇ ବଳ ଗୋଟାଉଥିବା ବେଳେ ରାତାରାତି ଜୋରଦାର ହମ୍‌ଲା କରିଛି ଋଷ। ଶନିବାର ୟୁକ୍ରେନ…

ଚତୁର୍ଥ ପର୍ଯ୍ୟାୟରେ ୩୨୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ଆମ ଟିଭି): ଓଡ଼ିଶାରେ ନୂଆ ରୂପ ପାଉଛି ସରକାରୀ ସ୍କୁଲ । ଅତ୍ୟାଧୁନିକ ରୂପ ପାଉଛି ସ୍କୁଲ । ଘରୋଇ ବିଦ୍ୟାଳୟ ପରି ସରକାରୀ ବିଦ୍ୟାଳୟରେ ବି ମିଳୁଛି ସମସ୍ତ ପ୍ରକାର ସୁବିଧା ।…

ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି

ନୂଆଦିଲ୍ଲୀ (ଆମ ଟିଭି): ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି…

୧୧ ଦିନ ପରେ ମିଳିଲା ମଡେଲଙ୍କ ମୃତଦେହ

ନୂଆଦିଲ୍ଲୀ: ୧୧ ଦିନ ପରେ ମିଳିଲା ମଡେଲଙ୍କ ମୃତଦେହ । ଗୁରୁଗ୍ରାମ ମଡେଲ ତଥା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗଡୋଲିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ୨୭ ବର୍ଷୀୟ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର…

ବିରୋଧୀ ମେଣ୍ଟର ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଆଜି ବସିଥିଲା ବିରୋଧୀ ମେଣ୍ଟର ବୈଠକ । ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବଳ ଗୋଟାଉଛି । ଏନେଇ ଆଜି ବସିଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ…