Browsing Category
Politics
ରାଷ୍ଟ୍ରପତି ନିର୍ବାଚନରେ କାହିଁକି ଭୋଟ୍ ଦେଲେନି ସନ୍ନି ଦେଓଲ ?
ଗୁରୁଦାସପୁର (ଆମ ନ୍ୟୁଜ୍): ନିକଟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଗୁରୁଦାସପୁର ସାଂସଦ ତଥା ବଲିଉଡର ଆକ୍ସନ ଷ୍ଟାର ସନ୍ନି ଦେଓଲ ଅନୁପସ୍ଥିତ ଥିଲେ। ଯେଉଁଥିପାଇଁ ସନ୍ନି ଦେଓଲ ସୋସିଆଲ…
ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ମମତା
କୋଲାକାତା (ଆମ ଟିଭି): ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀକୁ ନେଇ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ…
ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ
ନୂଆଦିଲ୍ଲୀ(ଆମ ଟିଭି): ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ। ଏହି ୪ ଜଣ କଂଗ୍ରେସ ସଦସ୍ୟଙ୍କୁ ବାଚସ୍ପତ୍ତି ନିଲମ୍ବନ କରିଛନ୍ତି। ଏହି ୪ ଜଣଙ୍କୁ ଚଳିତ…
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍
ଭୁବନେଶ୍ୱର (ଆମ ଟିଭି): ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ସର୍ତ୍ତ…
ଶପଥ ନେଲେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ (ଆମ ଟିଭି): ଭାରତ ରଚିଲା ଆଉ ଏକ ନୂଆ ଇତିହାସ । ଭାରତ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ ।…
ମଙ୍ଗଳବାର ସୋନିଆଙ୍କୁ ଜେରା କରିବ ଇଡି: ପୁଣି ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ
ନୂଆଦିଲ୍ଲୀ (ଆମ ଟିଭି): ସୋମବାର ନୁହେଁ ମଙ୍ଗଳବାର ପୁଣି ସୋନିଆ ଗାନ୍ଧୀଙ୍କୁ ଜେରା କରିବ ଇଡି । ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତରେ ଯୋଗଦେବା ପାଇଁ ଇଡି ଜୁଲାଇ ୨୬ ରେ କଂଗ୍ରେସ ସଭାପତି…
ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବ ଆମରିକା
(ଆମ ଟିଭି ବ୍ୟୁରୋ): ୩ ମାସରୁ ଅଧିକ ସମୟ ହେଲା ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଆମେରିକା ସରକାର ରୁଷ ଆକ୍ରମଣର ମୁକାବିଲା କରିବାକୁ ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବା ସମ୍ପର୍କରେ…
ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ: ଜାଣନ୍ତୁ ଦେଶବାସୀଙ୍କୁ କ’ଣ କହିଲେ?
ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶକୁ ସମ୍ବୋଧିତ କରିଛନ୍ତି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଭାରତ ଭଳି ଦେଶକୁ ଆଗେଇ ନେବା ତାଙ୍କ ପାଇଁ…
ଅନେକ ଥର ମୁଁ ଅନୁଭବ କରେ ଯେ ମୋତେ ରାଜନୀତି ଛାଡ଼ିଦେବା ଉଚିତ୍: ନିତିନ ଗଡକରୀ
ନୂଆଦିଲ୍ଲୀ(ଆମ ଟିଭି): ରାଜନୀତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ…
କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ ଲାଗିଲା ମୋଦିଙ୍କ ଫୋଟୋ, ସରଗରମ ହେଲା ଦିଲ୍ଲୀ ରାଜନୀତି
ନୂଆଦିଲ୍ଲୀ(ଆମ ଟିଭି): କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ ଲାଗିଲା ମୋଦିଙ୍କ ଫୋଟୋ, ସରଗରମ ହେଲା ଦିଲ୍ଲୀ ରାଜନୀତି। ଗୋଟିଏ ପଟେ ଆମ ଆଦମୀ ପାର୍ଟି, ଅନ୍ୟପଟେ ବିଜେପି। ମୁଖ୍ୟମନ୍ତ୍ରୀ ଅରବିନ୍ଦ…