Browsing Category
Special
ବର୍ଷା ଓ ବିଜୁଳି ଘଡଘଡି ନେଇ ୬ ଜିଲ୍ଲାକୁ ସତର୍କତା
ଭୁବନେଶ୍ୱର (ଆମ ଟିଭି ): ବର୍ଷା ଓ ବିଜୁଳି ଘଡଘଡି ନେଇ ସତର୍କତା ଜାରି ହୋଇଛି । ରାଜ୍ୟର ୬ ଜିଲ୍ଲାକୁ ସତର୍କତା ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା ।…
ବାରିପଦାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା; ୪୬ ଡିଗ୍ରୀ ଡେଇଁଲା ପାରଦ
ଭୁବନେଶ୍ଵର (ଆମ ଟିଭି); ପ୍ରଚଣ୍ଡ ତାତିରେ ସିଝୁଛି ବାରିପଦା ସହର । ଦୁଇ ବର୍ଷ ଭିତରେ ସହରର ତାପମାତ୍ରା ବୃଦ୍ଧି ରେକର୍ଡ କରୁଛି । ଦୁଇ ସପ୍ତାହ ହେବ ସମଗ୍ର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ…
ଆଜି ବିଶ୍ୱ ଶ୍ରମିକ ଦିବସ; ଶ୍ରମିକଙ୍କ ସମ୍ମାନ ଓ ହକ୍ ପାଇଁ ପାଳନ ହେଉଛି ଶ୍ରମିକ ଦିବସ
ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ମେ ୧ ରେ ଏହି ଶ୍ରମିକ ଦିବସ ପାଳିତ ହେଉଛି । ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ…
ଡହ ଡହ ତାତିରେ ଫୁଟୁଛି ସାରା ରାଜ୍ୟ; ଭୁବନେଶ୍ୱରରେ ତାତି ଟପିଲା ୪୫ ଡିଗ୍ରୀ
ଭୁବନେଶ୍ୱର (ଆମ ଟିଭି): ଡହ ଡହ ତାତିରେ ଫୁଟୁଛି ସାରା ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୪ଡିଗ୍ରୀ…
ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ; ବାଣୀବିହାରଠାରୁ ଶିଶୁଭବନ ଛକ ଯାଏଁ ଚାଲିଛି ସର୍ଭେ
ଭୁବନେଶ୍ୱର(ଆମ ଟିଭି): ଆଗେଇ ଚାଲିଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ । ଆଜି ଠାରୁ ଆରମ୍ଭ ହୋଇଛି ସର୍ଭେ କାମ । ମୋ ସରକାର’ଙ୍କ ଫାଇଭ-ଟି ଅଧିନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଜରିଆରେ…
ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଭୁବନେଶ୍ୱର(ଆମ ଟିଭି): ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲୀରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ…
କ୍ରାସ୍ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା
ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ
ଭୁବନେଶ୍ୱର(ଆମ ଟିଭି): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ ଅପରେଶନରେ ୨ ମାଓବାଦୀ ନିହତ ହୋଇଛନ୍ତି। ଏହି…
ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା
ଭୁବନେଶ୍ୱର(ଆମ ଟିଭି): ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ତା ସହ ଚାନ୍ଦବାଲି, ବାଲେଶ୍ୱର, ଝାରସୁଗୁଡା ଏବଂ…
ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଆସନ୍ତା ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର(ଆମ ଟିଭି): ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ଆସନ୍ତା ୨୯ ତାରିଖରେ ହେବ ମାମଲାର ପୂର୍ଣାଙ୍ଗ ଶୁଣାଣୀ। ପୂର୍ବରୁ ହାଇକୋର୍ଟ ଡ୍ରାଫ୍ଟ ମେଧା ତାଲିକା…