Browsing Category
Sports
ଆଜି ଭାରତ, ଦକ୍ଷିଣ ଆଫ୍ରିକା ଆଇଭୋଲଟେଜ ମ୍ୟାଚ୍
କୋଲକାତା: ସୁପର ସଣ୍ଡେରେ ସୁପର ଫାଇଟ୍ । କୋଲକାତା ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ମ୍ୟାଚ୍ ଜିତି ଭାରତ ତାର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ।…
୩୫ ବର୍ଷରେ ପାଦ ଦେଲେ ବିରାଟ କୋହଲି
ରନ ମେସିନ। କିଙ୍ଗ କୋହଲି। ଗ୍ରେଟେଷ୍ଟ ଅଫ ଅଲ ଟାଇମ। ଏମିତି କେତେ କ’ଣ ଆଖ୍ୟା ଦେଲେ ମଧ୍ୟ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲିଙ୍କ ପାଇଁ କମ୍ ପଡ଼ିବ। ଭାରତୀୟ କ୍ରିକେଟକୁ କପିଲ…
ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା: ବିଶ୍ୱକପରୁ ବାଦ୍ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱାର୍ଲ୍ଡ କପ୍-୨୦୨୩ରୁ ବାହାର ହୋଇଯାଇଛନ୍ତି। ଆହତ ସମସ୍ୟା ପାଇଁ…
ବିସିସିଆଇର ବଡ଼ ନିଷ୍ପତ୍ତି: ବିଶ୍ୱକପରେ ଫୁଟିବନି ବାଣ
ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱକପ୍ ମ୍ୟାଚରେ ଫୁଟିବନି ବାଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ । ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ…
ବିଶ୍ୱକପ୍ ଲଢେଇ; ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କଲା ଭାରତ
ନୂଆଦିଲ୍ଲୀ (ଆମ ଟିଭି): ଚାଲିଛି ବିଶ୍ୱକପ୍ ମହାଯୁଦ୍ଧ । କ୍ରିକେଟ ବିଶ୍ୱକପରେ ସେମିଫାଇନାଲ ପ୍ରବେଶର ଦ୍ୱାର ଦେଶରେ ପହଞ୍ଚିଯାଇଛି ଭାରତ। ଇଂଲଣ୍ଡକୁ ଶହେ ରନରେ ହରାଇଦେଇଛି ରୋହିତ ବାହିନୀ।…
ଆଜି ଇଂଲଣ୍ଡ ଭାରତ ହାଇଭୋଲଟେଜ ମ୍ୟାଚ୍
ଆଜି ଲକ୍ଷେ୍ମøରେ ଭାରତ ଇଂଲଣ୍ଡ ମୁକାବିଲା । ଆଜିର ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଇଂଲଣ୍ଡ…
ଦିନିକିଆ ବିଶ୍ୱକପ୍: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ପୁଣି ଏକ ଝଟକା । ଦିନିକିଆ ବିଶ୍ୱକପ୍ ମହାସମର ଜାରି ରହିଛି । ଏହାରି ଭିତରେ ଆସନ୍ତା ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା…
୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ
ନୂଆଦିଲ୍ଲୀ (ଆମ ଟିଭି): ସମସ୍ତ ଖେଳପ୍ରେମୀମାନଙ୍କ ପାଇଁ ଖୁସି ଖବର । ପୁଣି ଏକ ଇତିହାସ ରଚିବାକୁ ଯାଉଛି ଭାରତ । ୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ ।…
ଦିନିକିଆ ବିଶ୍ୱକପ୍: ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି ବିଶ୍ୱକପ୍ ମହାସମର । ମୁହାଁମୁହିଁ ହେଉଛନ୍ତି ବିଶ୍ୱର ସର୍ବବୃହତ କ୍ରିକେଟ୍ ଦଳ । ଏହାରି ଭିତରେ ବିଶ୍ୱକପରେ ଗତକାଲି ବାଂଲାଦେଶକୁ ହରାଇଲା ଦକ୍ଷିଣ…
ଦିନିକିଆ ବିଶ୍ୱକପ୍: ନ୍ୟୁଜିଲାଣ୍ଡକୁ ୪ ୱିକେଟକୁ ହରାଇଲା ଭାରତ
ନୂଆଦିଲ୍ଲୀ(ଆମ ଟିଭି): ଦିନିକିଆ ବିଶ୍ୱକପରେ ଜାରି ରହିଛି ଭାରତୀୟ ଟିମର ବିଜୟ ଧାରା । ଟିମ୍ ଇଣ୍ଡି ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍ରେ ହରାଇ ପଂଚମ ବିଜୟ ହାସଲ କରିଛି ଭାରତ । ଏଥିସହ ଭାରତ…