ବିଶ୍ୱକପ୍ ଫାଇଟ୍; ଆଜି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମୁକାବିଲା

0

ନୂଆଦିଲ୍ଲୀ(ଆମ ଟିଭି): ଚାଲିଛି ବିଶ୍ୱକପ୍‌ ମହାସମର । ଆଜି ଅପରାହ୍ନ ୨ଟାରେ ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ନ୍ୟୁଜଲାଣ୍ଡ ଓ ଶ୍ରୀଲଙ୍କା । ଏହି ମ୍ୟାଚ ଉଭୟ ଦଳ ପାଇଁ ଏକ କର ବା ମର ପ୍ରତିଯୋଗିତା। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ ଜିତେ ତେବେ ଏହା ସହଜରେ ବିଶ୍ୱକପ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ।

ଅପରପକ୍ଷରେ, ଯଦି ଶ୍ରୀଲଙ୍କା ଏହି ମ୍ୟାଚ ଜିତେ, ତେବେ ଏହା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିପାରିବ। ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ମ୍ୟାଚରେ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଇସିସି ବିଶ୍ୱକପ ୨୦୨୩ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି।

Leave A Reply

Your email address will not be published.