Browsing Category
State
ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ଵର: ଆଜି ଆୟୋଜିତ ହେବାକୁ ଥିବା ୨୦ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନୂତନ ଭାବେ…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟରେ ପୁଣି ସକ୍ରିୟ ହେବାକୁ ଯାଉଛି ମୌସୁମୀ ବାୟୁ । ବଙ୍ଗୋପସାଗରରେ ଆଗାମୀ ୧୯…
ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ, ଅକ୍ଟୋବର ୨ରୁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ
ଭୁବନେଶ୍ବର: ଅକ୍ଟୋବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଆନ୍ତର୍ଜାତିକ ବିମାନ ସେବା । ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ । ବନ୍ଦ ଥିବା ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ପୁଣି…
ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ, ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା
ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା । ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ନିୟମିତ ହେଉ ନାହାନ୍ତି ୧୩ ହଜାରରୁ…
ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ବଡ଼ ପ୍ରସ୍ତୁତି
ଭୁବନେଶ୍ୱର : ଓଡ଼ିଶାରେ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଯୁବପିଢ଼ିକୁ ନିଜ ସହ ଯୋଡ଼ିବା ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…
ରାଜ୍ୟରେ ପୁଣି ସକ୍ରିୟ ମୌସୁମୀ , ୫ଦିନ ଧରି ଲାଗି ରହିବ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା । ଆଗାମୀ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ…
ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି
ଭୁବନେଶ୍ୱର : ନନ୍ଦନକାନନରେ ୫ ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ । ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ ଙ୍କ…
ଓଡ଼ିଆ ଚଳଚ୍ଚିତ୍ର “ପଶାପାଲି” (ଖେଳ ରାଜନୀତିର) ର ଅଡିଓ ରିଲିଜ୍
କଳା ପ୍ରତି ରୁଚି ରଖିଥିବା ବିକଳାନନ୍ଦ କର ବ୍ରାଣ୍ଡ, ଏବେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ପାଦ ଥାପିଛନ୍ତି l ବିକଳାନନ୍ଦ କର ପ୍ରଡ଼କସନ୍ସ ବ୍ୟାନରରେ ପ୍ରଥମ ଅବଦାନ ସ୍ୱରୂପ ଏକ ନୂତନ…
ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା
ଭୁବନେଶ୍ବର: ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ । ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟା ସମ୍ଭାବନା । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଆକଳନ ଅନୁସାରେ, ଏହି ତିନି ମାସ…
ନୂଆ ଧାନ ସହ ନୂଆ ସମ୍ପର୍କର ଆରମ୍ଭ, ନୂଆଁଖାଇରେ ମହକୁଛି ପଶ୍ଚିମ ଓଡ଼ିଶା
ଭୁବନେଶ୍ବର: ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ଧାନକୁ ପ୍ରଥମେ ଦେବୀଙ୍କୁ ସମର୍ପଣ, ପରେ ପରିବାର ସହ ନବାନ୍ନ ଭକ୍ଷଣ । ପଶ୍ଚିମ ଓଡ଼ିଶାର ଘରେ ଘରେ ଉତ୍ସବର ମାହୋଲ । ନୂଆ…