ସତ୍ୟାଗ୍ରହ ଆରମ୍ଭ କଲା କଂଗ୍ରେସ

ନୂଆଦିଲ୍ଲୀ (ଆମ ଟିଭି): ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏବେ କଂଗ୍ରେସ ଦେଶବ୍ୟାପୀ ହରତାର ଜାରି ରଖିଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜଘାଟ ଠାରେ…

ପୁଣି ଭୂକମ୍ପରେ ଥରିଲା ରାଜସ୍ଥାନ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଭୂକମ୍ପରେ ଥରିଲା ରାଜସ୍ଥାନ । ରାଜସ୍ଥାନ ବିକାନେରରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ,…

ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ (ଆମ ଟିଭି): ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ୟ୍ୟନଗରରେ ଆୟୋଜିତ ହୋଇଥିବା କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ ।…

ମାଆ ମଙ୍ଗଳା ମହୋତ୍ସବ ରେ ଅଭିନେତା ଆକାଶ ଓ ମନ୍ତ୍ରୀ ତୁଷାରକାନ୍ତି ଙ୍କ ଡାଲଖାଇ ନୃତ୍ୟ*

ଭୁବନେଶ୍ୱର :ମାଆ ମଙ୍ଗଳା ମହୋତ୍ସବ, କାକଟପୁର ର ଦ୍ଵିତୀୟ ସନ୍ଧ୍ୟା ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ତଥା ସମ୍ବାଦ ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ସମେତ ଯୁବ ନେତା ତଥା…

ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ନେଇ ପୁଣି ଏମିତି କହିଲେ ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର(ଆମ ଟିଭି): ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦକୁ ନେଇ ଏବେ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଉଛି । କିଏ ଏହାକୁ ବିରୋଧ କରୁଥିବା ବେଳେ କିଏ ଏହାକୁ ସମର୍ଥନ କରୁଛି । ଏହାରି ଭିତରେ…

ଦିଦି ନଂ-୧ ରେ ବିବାହ ମହୋତ୍ସବ, ଦିଦି ଶିଖାଇବେ ପତି ପତ୍ନୀର ପରିଭାଷା

ଭୁବନେଶ୍ୱର(ଆମ ଟିଭି): ଜୀ-ସାର୍ଥକରେ ଚାଲିଛି ବିବାହ ମହୋତ୍ସବ। ଏହି ଧାରାରେ ସାମିଲ ହୋଇଛି ଦିଦି ନଂ-୧ । ଏହି ସପ୍ତାହ ଦିଦି ନଂ ୧ ରେ ଦିଦି ମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ -…

କର୍ଣାଟକ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ: ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଆଜି କଂଗ୍ରେସ ପାର୍ଟି ପ୍ରଥମ ପର୍ଯ୍ୟାୟରେ ୧୨୪ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି। ଏଥର…

ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କ କର୍ମ ବାମ ହେଲେ ଆମର କି ଦୋଷ ବୋଲି ଲୋକସଭା ସାଂସଦ ପଦରୁ ରାହୁଲ୍‌ଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ…

ହୀରାକୁଦ ଜଳ ସମସ୍ୟାର ସମାଧାନ କରିବା ପାଇଁ କହିଲେ,, ବିଜୟ ମହାପାତ୍ର

ଭୁବନେଶ୍ବର: ହୀରାକୁଦରେ ପାଣି ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରିବାକୁ ସେ…

ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର :କଟକ-ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…