ପୁରୀ ସବୁଠୁ ଧନୀ, ମାଲକାନଗିରି ସବୁଠୁ ଗରିବ ଜିଲ୍ଲା: ନୀତି ଆୟୋଗ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ(ଆମ ଟିଭି): ପ୍ରକାଶ ପାଇଛି ଚଳିତ ବର୍ଷର ନୀତି ଆୟୋଗ ରିପୋର୍ଟ । ଗତ ୫ ବର୍ଷ ଭିତରେ ଦେଶ ଦାରିଦ୍ର୍ୟ ଦୂରୀକରଣରେ ଏକ ବଡ଼ ସଫଳତା ହାସଲ କରିଛି । ଏ ୫ ବର୍ଷ ଭିତରେ ୧୩ କୋଟି ୫୦…

ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ସାମିଲ ହୋଇଥିବାବେଳେ ଏବେ ବୈଠକ ଚାଲିଛି । ତେବେ ମିଳିତ ବିରୋଧୀ…

ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଆମ ଟିଭି): ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ପରେ ଏହା ଲଘୁଚାପର…

ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ: ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ରୁ ୨୭ତାରିଖ ପର୍ୟ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏହି ଅବସରରେ…

ସାହାରା ଇଣ୍ଡିଆ ଜମାକାରୀଙ୍କୁ ମିଳିବ ଟଙ୍କା: ସରକାର କରୁଛନ୍ତି ବ୍ୟବସ୍ଥା

ନୂଆଦିଲ୍ଲୀ (ଆମ ଟିଭି): ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । ସାହାରା ଚିଟଫଣ୍ଡରେ ଟଙ୍କା ଜମା ରଖିଥିବା କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରିପାଇବେ । କେନ୍ଦ୍ର ସରକାର ଏଥିପାଇଁ…

ନିର୍ମାଣଗତ ତ୍ରୁଟି ପାଇଁ ଭୁଷୁଡ଼ିଲା ବ୍ରିଜ୍: ସ୍ପଷ୍ଟୀକରଣ ରଖିଲେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ

ଯାଜପୁର (ଆମ ଟିଭି): ୧୬ ନମ୍ବର ଜାତୀୟ ରାଜପଥରେ ଭୁଷୁଡ଼ିଛି ବ୍ରିଜ୍ । ଯାଜପୁର ରସୁଲପୁର ଛକ ନିକଟରେ ଏହି ଅଘଟଣ ଘଟିଛି । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର…

ଆଜି ଏନଡିଏରେ ସାମିଲ ହେବେ ୩୮ ଦଳ

ନୂଆଦିଲ୍ଲୀ: ୨୬ଟି ଅଣ ବିଜେପି ଦଳଙ୍କ ବୈଠକ ସୋମବାରଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। ବିରୋଧୀଙ୍କ ଦୁଇ ଦିନିଆ ବୈଠକ ଗୋଟିଏ ପଟେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ…

୨୨ରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏପ୍ରିଲ ୨୪ ତାରିଖରେ କଂଗ୍ରେସର ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ ହେବା ‌ପରେ ଏହା ହେଉଛି ପ୍ରଥମ…

ଜାମ୍ମୁ କାଶ୍ମୀରରେ ସେବାକୁ ବଡ ସଫଳତା

ନୂଆଦିଲ୍ଲୀ :ଜମ୍ମୁ କଶ୍ମୀରରେ ପୁଞ୍ଛରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତିରୁ ଗୁଳି ବିନିମୟ ଜାରି ରହିଥିଲା । ପୁଞ୍ଛର…

ଅଗ୍ନିବିର ପାଇଁ ୨୭ରୁ ଆବେଦନ

ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର(ବାୟୁ) ପଦ ନିମନ୍ତେ ଆସନ୍ତା ୨୭ତାରିଖରୁ ଅବିବାହିତ ପୁରୁଷ ଓ ମହିଳା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ୨୦୨୪…