ଓଡ଼ିଶାର ପ୍ରଶଂସା କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ପ୍ରଶଂସା କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ନା କେବଳ…

କଂଗ୍ରେସ ମନିଫେଷ୍ଟୋ ପୁଡି ଦେଲେ ବିଜେପି ନେତା,, କେ.ଏସ୍‌ .ଶ୍ୱରପ୍ପା

ନୂଆଦିଲ୍ଲୀ : କର୍ଣ୍ଣାଟକରେ କ୍ଷମତାକୁ ଆସିବା ପରେ ବଜରଙ୍ଗ ଦଳକୁ ବାରଣ କରିବା ନେଇ କଂଗ୍ରେସ ମନିଫେଷ୍ଟୋକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଉଭୟ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ…

ସୁଦାନରୁ ଆଉ ୧୯୨ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଜଣ ଭାରତୀୟଙ୍କୁ ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍‌…

ଝାରସୁଗୁଡା ଉପନିର୍ବାଚନ : ସବୁ ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ପାଇଁ ସବୁ ବୁଥରେ ହେବ…

ଝାରସୁଗୁଡା ଉପନିର୍ବାଚନ : କାଲି ପ୍ରଚାର କରିବେ ନବୀନ

ଝାରସୁଗୁଡ଼ା: ଆସନ୍ତାକାଲି ରବିବାରରେ ଝାରସୁଗୁଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ…

ଆଜି ବ୍ରିଟେନ ପାଇବ ନୂଆ ରାଜା

ନୂଆଦିଲ୍ଲୀ : ଆଜି ବ୍ରିଟେନକୁ ମିଳିବ ନୂଆ ରାଜା। କିଙ୍ଗ୍ ଚାର୍ଲସଙ୍କର ହେବ ରାଜ୍ୟାଭିଷେକ। ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ ।…

ବିଜେପି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ, ଜାଣନ୍ତୁ କ’ଣ

ବେଙ୍ଗାଲୁରୁ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ତାଙ୍କ ପରିବାରକୁ ନିପାତ କରିବା ଲାଗି ‘ବିଜେପି’ ଷଡ଼ଯନ୍ତ୍ର କରୁଥିବା କଥା ଆଜି କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା…

ବର୍ଷିଲେ ଦିଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ‘ତୁମେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନଙ୍କ ଘରେ ହାତ ମାରିଲେ ପରିସ୍ଥିତି ଭୟଙ୍କର ହେବ । ତାଙ୍କ ଘରେ ବୁଲଡୋଜର ବୁଲାଇଲେ ତା’ ଆଗରେ ମୁଁ ବସିବି । ତାଙ୍କ ପାଇଁ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ନୂଆଦିଲ୍ଲୀ: ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ଘୂର୍ଣ୍ଣି ବଳୟ ପ୍ରଭାବରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର (ଆମ ଟିଭି): ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।…