ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ…

ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ, ଅକ୍ଟୋବର ୩ ଯାଏଁ ଚାଲିବ

ସେପ୍ଟେମ୍ବର ମାସରେ ବିଧାନସଭା ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଯାହା ଅକ୍ଟୋବର ୩ ଯାଏଁ ଚାଲିବ । ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ…

ସାର କଳାବଜାରୀ କଲେ କଠୋର ଆକ୍ସନ ନିଆଯିବ

ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ସାରର ଅଭାବ ଯେପରି ନହୁଏ, ସେନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼…

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା ଏକ୍ସପ୍ରେସ’

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ‘କାନ୍ଦା  ଏକ୍ସପ୍ରେସ’ ଜରିଆରେ ବଫର ଷ୍ଟକ୍‌ର ପିଆଜ ଅଧିକ ଦର ଥିବା ସହରଗୁଡ଼ିକୁ ପଠାଇବା…

ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି, ଖୁବଶୀଘ୍ର ଦରରେ ଆସିବ ପରିବର୍ତ୍ତନ: ISMA

ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି । କୌଣସି ବି ସ୍ଥିତିରେ ଚିନିର ଅଭାବ ପରିଲକ୍ଷିତ ହୋଇନାହିଁ । ଆସନ୍ତା କିଛିଦିନ ମଧ୍ୟରେ ଖୁବଶୀଘ୍ର ବର୍ଦ୍ଧିତ ଚିନି ଦରରେ ହ୍ରାସ…

H-1B ଭିସା ହେବ ମହଙ୍ଗା, ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା

H-1B ଭିସା ହେବ ମହଙ୍ଗା । ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା । H-1B ଭିସାକୁ ନେଇ ଆମେରିକା ଏକ ବଡ଼ ପ୍ରସ୍ତାବ ଆଣିଛି । H-1B କୋଟା ଅଧୀନରେ ଆବେଦନ ପାଇଁ ପ୍ରାୟ ୯୯…

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା, ଆଜି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ପୂରା ଓଡ଼ିଶାକୁ ଜାରି ହୋଇଛି ଆଲର୍ଟ । ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ବର୍ଷା । ଉତ୍ତର ପରେ ଦକ୍ଷିଣ…

ଫୁଲୁଛି ମହାନଦୀ, ହୀରାକୁଦର ୧୬ ଗେଟ୍ ଖୋଲା

ସମ୍ବଲପୁର: ଫୁଲୁଛି ମହାନଦୀ । ଖୋଲୁଛି ହାରୀକୁଦ ଜଳଭଣ୍ଡାରର ଅଧିକ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି । ବର୍ତ୍ତମାନ…

ମାସ ଶେଷ ବେଳକୁ ପୁଣି ଲଘୁଚାପ, ଆଜି ଅତିପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ମାସ ଶେଷ ବେଳକୁ ପୁଣି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଉପକୂଳ ଓଡ଼ିଶା ଏବଂ ସଲଗ୍ନ ଅଞ୍ଚଳ…

ମଣିଷ ଆୟୁଷ ୧୫୦ ବର୍ଷ କରିବାକୁ ରୁଷ୍ ଚଳାଇଛି ଗପ୍ତ ଗବେଷଣା !

ମଣିଷକୁ ୧୫୦ ବର୍ଷ ବଞ୍ଚାଇବାକୁ ଏବଂ ବାର୍ଦ୍ଧକ୍ୟ ରୋକିବାକୁ ରୁଷ ଗୁପ୍ତ ଭାବରେ ଗବେଷଣା କରୁଛି । ଏଥିପାଇଁ ପ୍ରତିବର୍ଷ ୨୬ ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି ରୁଷ । ୨୦୨୪ରୁ ଆରମ୍ଭ…