ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକ, ୭୫ ବର୍ଷରେ ଦେହାନ୍ତ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ପରଲୋକ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର ।…

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡି, ଭସାଣି ଉତ୍ସବ ଓ ଏଥି…

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

ଭୁବନେଶ୍ୱର: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC)ଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ନୂଆ କମିସନ ଗଠନ କରିଛନ୍ତି। ଏସ୍‌ଇବିସି ବର୍ଗର ଲୋକଙ୍କ ସାମାଜିକ, ଶିକ୍ଷାଗତ ଓ…

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ

ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ । ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଏମ୍ଏମ୍‌ଡିଆର୍ ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିସନର…

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଚଳିତ ମାସରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡରେ ମୋଟ ୧୫ ଟି ମ୍ୟାଚ୍ ଖେଳିବ, ଯେଉଁଥିରେ ପାଞ୍ଚଟି ଟି-୨୦…

ଜନତାଙ୍କ ଆଶୀର୍ବାଦ ମୋର ସବୁଠୁ ବଡ଼ ଶକ୍ତି : ମୋଦି

ନୂଆଦିଲ୍ଲୀ : ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁବପିଢିଙ୍କୁ ଦେଶର ବିକାଶ ପାଇଁ ଶକ୍ତି ଏବଂ ସାହସ ସହିତ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଛନ୍ତି…

GST ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ, ଟିକସଦାତାଙ୍କ ପାଇଁ ଆସିପାରେ ବଡ଼ ରିଲିଫ୍

ନୂଆଦିଲ୍ଲୀ: ଆଜି GST ପରିଷଦ ବୈଠକ । ଗିରଫ କ୍ଷମତା ଠାରୁ ଆରମ୍ଭ କରି ମାମଲା ଆରମ୍ଭ ପାଇଁ ଧାର୍ଯ୍ୟ ସୀମାରେ ଆସିପାରେ ବଡ଼ ସଂସ୍କାର । ଆଜି GST  ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ…

ଆସନ୍ତାକାଲି ଚାଲିବ ବସ୍, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର…

ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ । ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ । ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନବରଙ୍ଗପୁର ଓ…

ମଝି ଚିଲିକାରେ ଫସିଲା ଡଙ୍ଗା, ଅଟକିଛନ୍ତି ୪୦ ଯାତ୍ରୀ

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକିଛନ୍ତି ୪୦ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ଦୁଇ ଘଣ୍ଟା ହେଲାଣି ଡଙ୍ଗା ଫସି ରହିଛି । ସକାଳ ୭ଟା ବେଳେ ବ୍ରହ୍ମଗିରି ସାତପଡ଼ା ନିକଟରୁ…