୧୯ ପାଳି ସୁଦ୍ଧା ୯୫% ସମାଧାନ, ଜିଲ୍ଲାସ୍ତରରେ ୮୭% ଅଭିଯୋଗର ସମାଧାନ

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦ତମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ୧୦ ଜଣ ମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ…

ମହୁଆଙ୍କ ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ନାଦିଆ ସର୍କିଟ ହାଉସ୍ ଉଚ୍ଛେଦ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କୃଷ୍ଣନଗର ସର୍କିଟ ହାଉସ୍ ନେଇ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ…

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

ନୂଆଦିଲ୍ଲୀ: ଥଲାପଥି ସି. ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ଦଳ, ଟିଭିକେ ରାଜନେତା ଏବଂ ସେଲିବ୍ରିଟିଙ୍କ ଯୋଗଦାନର ଧାରା ଜାରି ରହିଛି। ଏହାର ଏକ ଅଂଶ ଭାବରେ…

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ବେଜିଂ ଯାଉଛନ୍ତି। ସେ ଚୀନରେ ୨୪ତମ ଭାରତ-ଚୀନ୍ ସ୍ୱତନ୍ତ୍ର ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ଚୀନ୍…

ଇମ୍ରାନ ଖାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ପୂର୍ବତନ କ୍ୟାପ୍ଟେନ, ପ୍ରଧାନମନ୍ତ୍ରୀ ସରିଫଙ୍କୁ ଚିଠି ଲେଖିଲେ

ଇମ୍ରାନ ଖାନଙ୍କ ପାଇଁ ଏକାଠି ହେଲେ ୨୧ ପୂର୍ବତନ କ୍ୟାପ୍ଟେନ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ…

ତାମିଲନାଡ଼ୁ ସରକାରଙ୍କ ବଡ଼ ଘୋଷଣା, ମିଳିବ ୩ଟି ମାଗଣା ସିଲିଣ୍ଡର, ଏମାନଙ୍କୁ ମାଗଣା ବସ୍ ଯାତ୍ରା

ତାମିଲନାଡୁ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା…

ପ୍ରବଳ ବର୍ଷା ଯୋଗୁଁ ବିମାନ ସେବା ପ୍ରଭାବିତ, ୧୫୦ରୁ ଅଧିକ ବିମାନ ବିଳମ୍ବ, ଟ୍ରାଫିକ ଜାମ୍

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ହନ୍ତସନ୍ତ । ଖରାପ ପାଗ ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସୋମବାର ଦିନ…

ଓଡ଼ିଶାରେ ଆଜି ବି ବର୍ଷା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜି ବି ଓଡ଼ିଶାରେ ବର୍ଷା, ୫ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ବଙ୍ଗୋପସାଗରରେ ସୃଷ୍ଟ ପାଣିପାଗ ବ୍ୟବସ୍ଥା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଉତ୍ତର ଓ ପଶ୍ଚିମ…

GA ବିଭାଗ ପକ୍ଷରୁ ସବୁ ବିଭାଗ ମୁଖ୍ୟଙ୍କୁ ଚିଠି, ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ

ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ…

ଦିଲ୍ଲୀରେ ବଢୁଛି H1N1ର ଭୟ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ…