ଯୁବପିଢ଼ିଙ୍କୁ ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି ଆବଶ୍ୟକ

କଟକ: ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି ଆବଶ୍ୟକ। କଟକରୁ ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକ ବାଆଁରା ଠାରେ ନବନିର୍ମିତ ଜଗଦ୍…

ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଟ୍ରେନରେ ବ୍ରହ୍ମପୁର ଅଭିମୁଖେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନ୍ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା । ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି ।…

ବନ୍ଧୁତ୍ବ ଦିବସରେ ବୃକ୍ଷ ରୋପଣ

ବନ୍ଧୁତ୍ୱ ଦିବସ ଉପଲେକ୍ଷେ "ଗଛ ହିଁ ବନ୍ଧୁ" ବାର୍ତ୍ତା ଦେଇ ଆଜି ନୂଆପଲ୍ଲି ୱାର୍ଡ ୩୮ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ…

ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ

ନୂଆଦିଲ୍ଲୀ: ଦିଲ୍ଲୀର ଲଜ୍‌‌ପତ ଭବନ ପରିସରରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ରାଷ୍ଟ୍ରୀୟ…

ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ, ଦେଶର ସବୁ ସଡ଼କରେ ରହିବ ଅବରୋଧ ମୁକ୍ତ ପାଦ ଚଲା ରାସ୍ତା

ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ କେନ୍ଦ୍ର ସରକାରଙ୍କୁ ଦେଶରେ ଯେଉଁଠି ବି ସଡ଼କ ଅଛି ସେଥିରେ ପାଦ ଚଲା ପଥଚାରୀଙ୍କ ଲାଗି ଠିକ୍ ରୂପେ ନିର୍ଦ୍ଧାରିତ ଅବରୋଧ ମୁକ୍ତ…

ଖାଇବା ପରେ ପାନ ଖାଉଛନ୍ତି କି?

ଭାରତୀୟ ସଂସ୍କୃତିରେ ପାନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପୂଜାପାଠ, ବିବାହ, ପର୍ବପର୍ବାଣୀ ଏବଂ ଅତିଥି ସତ୍କାରରେ ପାନର ବ୍ୟବହାର ଦୀର୍ଘ ଦିନ ଧରି ହୋଇଆସୁଛି । କେବଳ ପରମ୍ପରା ନୁହେଁ,…

କଦଳୀ ଖାଇବା ପୂର୍ବରୁ ସାବଧାନ! ଏହି ସମସ୍ୟା ଥିଲେ ବଢ଼ିପାରେ ଅସୁବିଧା

ସୁସ୍ଥ ଶରୀର ପାଇଁ ଆମେ ଅନେକ ପ୍ରକାର ପନିପରିବା ଏବଂ ଫଳମୂଳ ଆଦି ଖାଇଥାଉ । ସେଥି ମଧ୍ୟରୁ କଦଳୀ ହେଉଛି ଅନ୍ୟତମ । କଦଳୀକୁ ଆମ ଶରୀର ପାଇଁ ଲାଭଦାୟକ ମାନାଯାଇଥାଏ । ଏହା ସମସ୍ତଙ୍କୁ ଯେତିକି…

ବ୍ରିଜଭୂଷଣଙ୍କୁ ଆଶ୍ୱସ୍ତି ! ପ୍ରମାଣ ଅଭାବରୁ ଦୋଷମୁକ୍ତ ହେଲେ ପୂର୍ବତନ ସାଂସଦ

ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ତଥା ଶୋଷଣ ମାମଲାରେ ବ୍ରିଜଭୂଷଣ ସିଂ ଖଲାସ ହୋଇଛନ୍ତି । କୋର୍ଟ ତାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି । ସୋମବାର ଦିଲ୍ଲୀର ରାଉସ…

୩୦ ବର୍ଷର ଦୁର୍ଗ ଭାଙ୍ଗିଲେ ପ୍ରଶାନ୍ତ, ବିଜେପି ପ୍ରାର୍ଥୀ ନୀରଜଙ୍କୁ ହରାଇଲେ

ବିହାର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର । ବାଙ୍କୀପୁରରୁ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ପାଇଛନ୍ତି । ବିଜେପି ପ୍ରାର୍ଥୀ ନୀରଜ…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ ଫଳାଫଳ…