Browsing Tag

latest news

ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍ (ସିଡି)…

ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ(ଆମ ଟିଭି): ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ । ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଶୀଘ୍ର ଇସ୍ତଫା ଦେଇପାରନ୍ତି ଭଗତ ସିଂହ କୋଶିଆରୀ । ଜାତୀୟ ଗଣମାଧ୍ୟମରେ ନୂଆ ରାଜ୍ୟପାଳ…

ବହୁ ବାଦବିବାଦ ପରେ ରିଲିଜ୍ ହେଲା ପଠାନ୍

ନୂଆଦିଲ୍ଲୀ(ଆମ ଟିଭି): ବହୁ ବାଦ ବିବାଦ ପରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ୍ । ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ପଠାନ ମୁଭି । ଦେଶବ୍ୟାପି ହଜାର ହଜାର ସିନେମା ହଲରେ ରିଲିଜ…

ସେମି ଫାଇନାଲରେ ପ୍ରବେଶ କଲେ ଅଷ୍ଟ୍ରେଲିଆ ଓ ବେଲଜିୟମ

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପ୍ ବହୁ ଧୁମଧାମରେ ଚାଲିଛି । ଏହାରି ଭିତରେ ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।…

ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ

ଭୁବନେଶ୍ୱର(ଆମ ଟିଭି): ଯାହା ଆଶା କରାଯାଉଥିଲା ଶେଷରେ ତାହା ହିଁ ହେଲା । ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଗିରିଧର ଗମାଙ୍ଗ । ଆଜି ବିଜେପି ଅଧ୍ୟକ୍ଷ ଜେପି…

ବିବାହ ବନ୍ଧନରେ ବାନ୍ଧି ହେଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ (ଆମ ଟିଭି): ହାତରୁ ଦୁଇ ହାତ ହେଲେ କେ.ଏଲ ରାହୁଲ । ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟୀ । ୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ…

ଅଯଥା ହର୍ଣ୍ଣ ମାରିଲେ ଗଣିବେ ୧୦ ହଜାର ଜରିମାନା

ଭୁବନେଶ୍ୱର (ଆମ ଟିଭି): ଆପଣ ଯଦି ଗାଡ଼ି ଚଳାଉଥାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । କାରଣ ଏବେ ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଟଙ୍କା ଜୋରିମାନା ଗଣିବେ ଗାଡ଼ି…

କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଜର୍ମାନୀ

ଭୁବନେଶ୍ୱର (ଆମ ଟିଭି): ଆଜି ହକି ବିଶ୍ୱକପର ଥିଲା ଦ୍ୱିତୀୟ କ୍ରସ ଓଭର ମ୍ୟାଚ୍ । ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ଜର୍ମାନୀ । ୫-୧ ଗୋଲରେ ଫ୍ରାନ୍ସ ଠାରୁ ବିଜୟ ହାସଲ କରିନେଇଛି…

ଫେବୃଆରୀ ୧ରୁ ଆରମ୍ଭ ହେବ ତୋଷାଳି ମେଳା

ଭୁବନେଶ୍ୱର (ଆମ ଟିଭି): ପୁଣି ଦୁଲୁକିବ ଜନତା ମଇଦାନ । ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ବିଶାଳ ମହୋତ୍ସବ ୧୭ତମ ତୋଷାଳି ମେଳା ଆସନ୍ତା ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଯାଉଛି । ସବୁଥର ପରି…

କମିବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ (ଆମ ଟିଭି): ପାଖେଇ ଆସିଲାଣି ୨୪ ନିର୍ବାଚନ । କମିବ ପେଟ୍ରୋଲ, ଡିଜେଲ ଦର । ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ କମ୍ପାନୀଗୁଡିକୁ ଚିଠି ଲେଖି ତେଲ ଦର କମାଇବାକୁ…