Browsing Tag

latest news

ଗଡସେ ଫିଲ୍ମକୁ ମୋଦୀ ସରକାର ବ୍ୟାନ୍ କରିବେ କି?: ଓୱେସୀ

ନୂଆଦିଲ୍ଲୀ (ଆମ ଟିଭି): ବିବିସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ବିରୋଧରେ ବର୍ତ୍ତମାନ ନାନା ଝଡ଼ ସୃଷ୍ଟି ହୋଇଛି । ସେଠାରେ…

ଶଙ୍କଟରେ ପାକିସ୍ତାନ: ୨୨ ଜିଲ୍ଲା ଅନ୍ଧାରରେ

ଇସଲାମାବାଦ (ଆମ ଟିଭି): ଶ୍ରୀଲଙ୍କାରେ ହାହାକାର ପରେ ଏବେ ପାକିସ୍ତାନର ପାଳି । ପାକିସ୍ତାନ ବି ଶ୍ରୀଲଙ୍କା ରାସ୍ତାରେ ଗତି କରୁଛି । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ଏଠାରେ…

ହକି ବିଶ୍ୱକପ୍: ଆଜିଠୁ କ୍ରସ୍ ଓଭର ମ୍ୟାଚ୍

ଭୁବନେଶ୍ୱର (ଆମ ଟିଭି): ହକି ବିଶ୍ୱକପକୁ ନେଇ ସବୁଠି ଉତ୍କଣ୍ଠା । ଏହାରି ଭିତରେ ଆଜିଠୁ ଆରମ୍ଭ ହେଉଛି କ୍ରସ୍ ଓଭର ମ୍ୟାଚ୍ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ…

କ୍ଷତିପୂରଣ ନ ଦେବା ଯାଏଁ ଜିଲ୍ଲାପାଳ ଓ ଅନ୍ୟ ୨ ଅଧିକାରୀଙ୍କ ଦରମା ବନ୍ଦ: ହାଇକୋର୍ଟ

ଅନୁଗୁଳ (ଆମ ଟିଭି): ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ…

ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ଶ୍ରେୟା

ପୁରୀ (ଆମ ଟିଭି): ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆଜି ପ୍ରେସମିଟ୍ କରି ହ୍ୟୁମାନଙ୍କ ନାଁରେ ଶ୍ରେୟା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଶ୍ରେୟା…

ଫିଲ୍ମ ପାଇଁ ବନ୍ଧା ପକାଇଦେଲେ ସମ୍ପତ୍ତି: ଜାଣନ୍ତୁ କିଏ?

ମୁମ୍ବାଇ(ଆମ ଟିଭି): ନିଶା ଆଉ ପେଶା ପାଇଁ ନିଜ ସମ୍ପତି ଜଳାଞ୍ଜଳୀ ଦେଉଥିବା ଖବର ତ ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ଏବେ ଏମିତି ଏକ ଖବର ଆସିଛି ବଲିଉଡରୁ । ଫିଲ୍ମ ନିର୍ମାଣ ପାଇଁ ବନ୍ଧା…

ଗମ୍ଭୀର ସ୍ଥିତିରେ ଆଇଟି ସେକ୍ଟର: ଦୈନିକ ଚାଲିଛି ଛଟେଇ

ନୂଆଦିଲ୍ଲୀ (ଆମ ଟିଭି): ଆଇଟି ସେକ୍ଟର ଏବେ ପୁରା ଗମ୍ଭୀର ସ୍ଥିତିରେ ରହିଛି । ମାନ୍ଦାବସ୍ଥା ଭୟ ଦେଖାଦେଇଥିବା ବେଳେ କମ୍ପାନୀଗୁଡ଼ିକ ଖର୍ଚ୍ଚ କାଟ କରିବା ସହ ତିଷ୍ଠି ରହିବା ପାଇଁ ସଂଘର୍ଷ…

ଶେଷ ହେଲା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ କିଛି ଦିନ ହେବ ଦିଲ୍ଳୀର ଜନ୍ତରମନ୍ତରରେ ଜାରି ରହିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଶେଷ ହୋଇଛି । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରଜଭୂଷଣ ଶରଣ…

ସୀମାରେ ପୁଣି ଡ୍ରାଗନ ସେନାର ବେଆଇନ ନିର୍ମାଣ: ବଢିଲା ତିକ୍ତତା

ନୂଆଦିଲ୍ଲୀ (ଆମ ଟିଭି): ଚୀନ ଓ ଭାରତ ମଧ୍ୟ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ୍ ସେନାର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଏବେ ଦୁଇ ଦେଶର…

ପୁଟିନ୍ ବଞ୍ଚିଛନ୍ତି ତ?: ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି

ନୂଆଦିଲ୍ଲୀ (ଆମ ଟିଭି): ୧୧ମାସ ହେଲା ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଭୋଲୋଡିମିର ଜେଲେନସ୍କି କହିଛନ୍ତି…