Browsing Tag

latest news

ଭାରତ ଯୋଡ଼ୋ ଯାତ୍ରା ହେଲା ଶେଷ ଯାତ୍ରା: ଚାଲିଗଲା ସାଂସଦ ସନ୍ତୋଖ ସିଂଙ୍କ ଜୀବନ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରା ହେଲା ଶେଷ ଯାତ୍ରା । ଭାରତ ଯୋଡୋ ଯାତ୍ରାରେ ଚାଲୁ ଚାଲୁ ଚାଲିଗଲା ସାଂସଦ ସନ୍ତୋଖ ସିଂଙ୍କ ଜୀବନ । ସେ ଆଜି ସକାଳେ ପଦଯାତ୍ରାରେ ସାମିଲ ହୋଇଥିଲେ…

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ମକର ଚାଉଳ ଭୋଗ

ପୁରୀ (ଆମ ଟିଭି): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ସଂକ୍ରାନ୍ତି ଅବସରରେ ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି…

ଟିଭି ଚ୍ୟାନେଲ ଓ ଆଙ୍କରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଲୋକପ୍ରିୟ ହେବା ପାଇଁ କିମ୍ବା ଟିଆରପି ପାଇଁ ଆଜିକାର ଟିଭି ଚ୍ୟାନେଲମାନେ ନିଜର ସୀମା ଅତିକ୍ରମ କରିଯାଉଛନ୍ତି । ଉପସ୍ଥାପକମାନେ ହେଟ୍ ସ୍ପିଚ୍ ମଧ୍ୟ କହୁଛନ୍ତି ।…

ଭାରତରେ ବିକ୍ରୀ ହେଉଥିବା ୧୫ ପ୍ରତିଶତ ପ୍ରୋଟିନ୍ ପାଉଡର ଅସୁରକ୍ଷିତ

ନୂଆଦିଲ୍ଲୀ (ଆମ ଟିଭି): ସମସ୍ତେ ଚାହାନ୍ତି ନିଜର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ । ଏଥିପାଇଁ ଅନେକ ଲୋକ ପ୍ରେଟିନ୍ ପାଉଡର ସେବନ କରିଥାନ୍ତି । କିନ୍ତୁ ଏହି ପ୍ରୋଟିନ୍ ପାଉଡର ଯଦି ବ୍ୟବହାର…

ଦିଲ୍ଲୀ ଅଞ୍ଜଳୀ ମୃତ୍ୟୁ ମାମଲାରେ ଆକ୍ସନ ମୁଡରେ ଗୃହ ମନ୍ତ୍ରଣଳୟ: ଡ୍ୟୁଟିରେ ଥିବା ସମସ୍ତ ପୋଲିସ ଅଫିସର ସସପେଣ୍ଡ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀର କଞ୍ଜୱାଲା ହିଟ୍ ଏବଂ ରନ୍ ମାମଲାରେ ଆକ୍ସନ ମୁଡରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି ମାମଲାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରମୁଖ କାର୍ୟ୍ୟାନୁଷ୍ଠାନ…

ଏନସିପି ସାଂସଦଙ୍କୁ ୧୦ ବର୍ଷ କାରାଦଣ୍ଡ: କାହିଁକି ଜାଣନ୍ତୁ?

ନୂଆଦିଲ୍ଲୀ (ଆମ ଟିଭି): ଏନସିପି ସାଂସଦଙ୍କୁ ୧୦ ବର୍ଷ କାରାଦଣ୍ଡ । ଲାକ୍ଷାଦୀପର କରାରତ୍ତୀର ଏକ ଅଦାଲତ ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ୨୦୦୯…

କାଙ୍ଗାଳ ହେଉଛି ପାକିସ୍ତାନ: ଗ୍ୟାସ ସିଲିଣ୍ଡରର ଦାମ୍ ୧୦ ହଜାର ଟଙ୍କା

ଇସଲାମାବାଦ (ଆମ ଟିଭି): ଦିନକୁ ଦିନ କାଙ୍ଗାଳ ହେଉଛି ପାକିସ୍ତାନ । ଖାଇବା ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଲୋକଙ୍କ ପାଇଁ ରୁଟି ଏବଂ ଚିକେନ୍ ଏକପ୍ରକାର ସ୍ୱପ୍ନ ହୋଇଯାଇଛି ।…

ଓସ୍କାର ଫିଲ୍ମ ଆୱାର୍ଡ ରେସରେ ଦ କାଶ୍ମୀର ଫାଇଲ୍ସ

ନୂଆଦିଲ୍ଲୀ (ଆମ ଟିଭି): ଓସ୍କାର ଫିଲ୍ମ ଆୱାର୍ଡ ରେସରେ ଦ କାଶ୍ମୀର ଫାଇଲ୍ସ । ଏହାରି ଭିତରେ ଓସ୍କାର-୨୦୨୩ ପାଇଁ ଫିଲ୍ମଗୁଡ଼ିକର ତାଲିକା ପ୍ରକାଶ ପାଇଛି । ଏହି ସର୍ଟଲିଷ୍ଟରେ ସ୍ଥାନ ପାଇଛି…

ଆଜି ହକି ବିଶ୍ୱକପର ଉଦଘାଟନୀ ସମାରୋହ

କଟକ(ଆମ ଟିଭି): ଆଜି ହକି ବିଶ୍ୱକପର ଉଦଘାଟନୀ ସମାରୋହ । ଏହାକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ…

ମାଟିରେ ମିଶିବ ଯୋଶୀମଠର ୭୨୩ ଘର: ଲୋକେ ଭୟଭୀତ

ଉତ୍ତରାଖଣ୍ଡ(ଆମ ଟିଭି): ଉତ୍ତରାଖଣ୍ଡର ଯୋଶୀମଠର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଲୋକେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାରି ଭିତରେ ଖବର ଆସିଛି, ମାଟିରେ ମିଶିବ…