Browsing Tag

latest news

ଭକ୍ତଙ୍କ ପାଇଁ ଖୁସି ଖବର: ଆଜିଠୁ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆଠଗଡ଼(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅସ୍ଥାୟୀ ରାସ୍ତାରେ ଚାଲିଚାଲି ଯାଇ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର (ଆମ ଟିଭି): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ବଡ ଖବର । ଏଣିକି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଏଚଏସଆରପି ନଥିଲେ ଜାନୁଆରୀ ୧୫ରୁ ଚାଲାଣ…

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ୩୭୪ ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ଆମ ଟିଭି): ଆଜି ଗୌହାଟୀରେ ଅନୁଷ୍ଠିତ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟରର…

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲଢିବ ଏସଡିପିଆଇ

କର୍ଣ୍ଣାଟକ (ଆମ ଟିଭି): ବିଧାନସଭା ନିର୍ବାଚନ ଲଢିବ ଏସଡିପିଆଇ । ଆଗାମୀ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ ଏସଡିପିଆଇ ଭାଗନେବାକୁ ଘୋଷଣା କରିଛି । ତେବେ ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ…

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ

କଟକ (ଆମ ଟିଭି): ରାତି ପାହିଲେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଦୁଲୁକିବ ବାରବାଟୀ ଷ୍ଟାଡିୟମ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ…

ଜେଲରୁ ବାହାରିଲେ କୋଚ୍ଚର ଦମ୍ପତି

ନୂଆଦିଲ୍ଲୀ (ଆମ ଟିଭି): ଜେଲରୁ ମୁକୁଳିଲେ କୋଚର ଦମ୍ପତି । କାଲି ଜାମିନ ମିଳିବା ପରେ ଆଜି ଜେଲ୍ରୁ ବାହାରିଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ୟ୍ୟନିର୍ବାହୀ ତଥା ପରିଚାଳନା…

ଅର୍ଚ୍ଚନା କେଳେଙ୍କାରୀ ମାମଲା: ଅର୍ଚ୍ଚନାଙ୍କ ଆଲିସାନ୍ ଘର ଆଟାଚ୍ କଲା ଇଡି

ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ତଦନ୍ତ ଜାରି ରହିଛି ଇଡ଼ି । ଏହାରି ଭିତରେ ଇଡି ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ମୋଟ ୨ ହଜାର ୩୪୧ ପୃଷ୍ଠାର…

ଚନ୍ଦା କୋଚର ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ (ଆମ ଟିଭି): ଚନ୍ଦା କୋଚର ଓ ତାଙ୍କ ସ୍ୱାମୀକୁ ମିଳିଲା ଜାମିନ୍ । ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି ଜାମିନ୍ ମିଳିଛି ।…

ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗି ବିଧାନସଭା ଛାଡ଼ି ଚାଲିଗଲେ ରାଜ୍ୟପାଳ

ତାମିଲନାଡ଼ୁ (ଆମ ଟିଭି): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ପୁଣି ଆରମ୍ଭ ହୋଇଛି । ଆଜି ପାରମ୍ପରିକ ଅଭିଭାଷଣ ଦେବା ବେଳେ କେବଳ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା…

ବ୍ରାଜିଲରେ ରାଜନୈତିକ ହିଂସା: ବିଦା ହେଲେ ରାଜ୍ୟପାଳ

ନୂଆଦିଲ୍ଲୀ (ଆମ ଟିଭି): ବ୍ରାଜିଲରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ । ପୂର୍ବତଦନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ହିଂସାତ୍ମକ ସ୍ଥିତି ସୃଷ୍ଟି କରିଛନ୍ତି । ଏହି ଘଟଣାରେ ସୁପ୍ରିମକୋର୍ଟ…