ରତ୍ନଭଣ୍ଡାର ପ୍ରସଙ୍ଗ: ବିଜେପିକୁ କାଉଣ୍ଟର କଲା ବିଜେଡି Ama Tv Apr 27, 2023 0 ଭୁବନେଶ୍ୱର (ଆମ ଟିଭି): ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ପ୍ରେସମିଟ୍ କରିଥିବା ବିଜେପିକୁ କାଉଣ୍ଟର କରିଛି ବିଜେଡି । ବିଜେଡି କହିଛି, ମନଗଢ଼ା କାହାଣୀ କହି ବିଜେପି ପ୍ରେସମିଟ୍ କରୁଛି ।…