ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ: ହୁଲୁସ୍ତୁଲୁ ହୋଇପାରେ ଗୃହ Ama Tv Feb 22, 2023 0 ଭୁବନେଶ୍ୱର (ଆମ ଟିଭି): ଗତକାଲିଠୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ୍ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ଗୃହ ଆଜି ବି ସରଗରମ ରହିପାରେ ।…