ଲୋକଙ୍କ ସହ ପ୍ରତାରଣା କରିଛି ରାଜ୍ୟ ବିଜେପି: ବିଜେଡି Ama Tv Jun 25, 2023 0 ଭୁବନେଶ୍ୱର ( ଆମ ଟିଭି): ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି । ବିଜେଡିର କହିବା କଥା, ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ୭୫ ଲକ୍ଷ ଘର ମଞ୍ଜୁର ହୋଇଛି…