ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ

0

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧକୁ ନେଇ ଏକ ବଡ ଖବର ବୁଧବାର ସାମ୍ନାକୁ ଆସିଛି। ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ଏଥିରେ ଟ୍ରମ୍ପଙ୍କ ୪ ଜଣ ସାଂସଦ ତାଙ୍କ ବିପକ୍ଷରେ ଭୋଟ ଦେଇଛନ୍ତି ଏବେ କେବଳ ରାଷ୍ଟ୍ରପତି ଭିଟୋ କ୍ଷମତା ବଜାୟ ରଖିଛନ୍ତି।

ଆମେରିକା କଂଗ୍ରେସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ କ୍ଷମତାକୁ ସୀମିତ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଭୋଟରେ ବିରୋଧୀ ଡେମୋକ୍ରାଟଙ୍କ ସହ ଚାରି ଜଣ ରିପବ୍ଲିକାନ ସାଂସଦ ଯୋଗ ଦେଇଥିଲେ, ଯଦିଓ ତିନି ଜଣ ବିରତ ରହିଥିଲେ।

Leave A Reply

Your email address will not be published.