ରାକ୍ଷୀପୂର୍ଣ୍ଣିମା ରେ ମୁକ୍ତିଲାଭ କଲା ନୂଆ ମ୍ୟୁଜିକ ଭିଡିଓ ” ତୋ ରାକ୍ଷୀ ପାଉଣା କରିବିନି ଉଣା”*

0

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶଙ୍କର କ୍ରିଏସନ୍ ଦ୍ବାରା ରିଲିଜ ହେଲା ଏକ ରାକ୍ଷୀ ଭିଡିଓ “ତୋ ରାକ୍ଷୀ ପାଉଣା କରିବିନି ଊଣା ” ଯେଉଁ ଭିଡିଓ ଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ । ଏହି ଭିଡିଓ ଟି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ,ସମାଜସେବୀ ବୁଲନ୍ ଭାଇ ସମେତ ନିର୍ଦ୍ଦେଶକ ବାବୁ ବାବୁ ଓ ଗୀତ ଟିର ପ୍ରଯୋଜକ ଓ ଅଭିନେତା ସୁଶିଲ କୁମାର ସ୍ବାଇଁ , ଶିଶୁ କଳାକାର ଶ୍ରେୟା ଉପସ୍ଥିତ ରହି ଗୀତ ଟିର ସିଡ଼ି ଉନ୍ମୋଚନ କରିଥିଲେ ।

ସେହିପରି ନିର୍ଦ୍ଦେଶକ ବାବୁ ବାବୁ ଏବେ ଦର୍ଶକ ମାନଙ୍କୁ ବେଶ୍ ସୁନ୍ଦର ସୁନ୍ଦର ମ୍ୟୁଜିକ୍ ଭିଡିଓ ଦେଉଥିବା ବେଳେ ଏହି ରାକ୍ଷୀ ଗୀତ ଟି ଖାଲି ରାକ୍ଷୀ ସମୟରେ ନୁହେଁ ବରଂ ସବୁ ସମୟରେ ଭାଇ ଭଉଣୀ ମାନଙ୍କ ଭିତରେ ଏକ ଭଲପାଇବା ର ଉଦାହରଣ ସୃଷ୍ଟି କରିବ ।

Leave A Reply

Your email address will not be published.