ଟୀକା ନେଲେ ଟିକା ନବାକୁ ଆହ୍ବାନ ଦେଲେ ଅଭିନେତ୍ରୀ ଶିବାନୀ

0

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ ସଙ୍ଗୀତା କୋଭିଡ୍ ଟିକା କୋଭିକସିନ୍ ନେଇ ଓଡ଼ିଶାବାସୀ ଙ୍କୁ ଟୀକାକରଣ ପ୍ରକିୟା କୁ ଆଗେଇ ନେବାକୁ ଆହ୍ବାନ କରିଛନ୍ତି।

ଏକ ସୁସ୍ଥ ଆଉ କୋଭିଡ ଫ୍ରି ଓଡ଼ିଶା ପାଇଁ ଅଭିନେତ୍ରୀ ଶିବାନୀ ଙ୍କ ସାହାସିକତା ନିଶ୍ଚୟ ଅନ୍ୟ ଓଡ଼ିଶାବାସୀ ଙ୍କୁ ପ୍ରେରଣା ଦେବ ଏହା Mission ସଞ୍ଜିବନୀ ର ଆଶା ଓ ବିଶ୍ବାସ।

Leave A Reply

Your email address will not be published.