ଜ୍ଞାନବାପୀ ମାମଲାର ଶୁଣାଣି: ଅକ୍ଟୋବର ୧୧ରେ ପରବର୍ତ୍ତି ଶୁଣାଣି

0

ନୂଆଦିଲ୍ଲୀ (ଆମ ଟିଭି): ଜ୍ଞାନବାପୀ ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାର ଶୁଣାଣି କରି ଏହାର ଶୁଣାଣି ପରବର୍ତ୍ତୀ ତାରିଖରେ ଧାର୍ଯ୍ୟ କରିଛନ୍ତି। ତେବେ ମାମଲାର ଆଗାମୀ ଶୁଣାଣୀ ୧୧ ତାରିଖରେ ହେବ । ମୁସଲିମ ପକ୍ଷରୁ ଏକ ଆବେଦନ ଉପରେ ଅକ୍ଟୋବର ୧୧ରେ ହେବ ପରବର୍ତୀ ଶୁଣାଣୀ ।

ଶୁକ୍ରବାର ମୁସଲିମ ପକ୍ଷଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ବାରାଣସୀ କୋର୍ଟ ଶୁଣାଣି କରିବାର ଥିଲା । ହିନ୍ଦୁ ପକ୍ଷର ଦାଖଲ ଆବଦେନରେ ଦାବି କରାଯାଇଛି କି ଜ୍ଞାନବାପୀ ମସଜିଦ ଭିତରେ ଯେଉଁ ସ୍ଥାନରେ ଶିବଲିଙ୍ଗ ରହିଛି ତାକୁ କାର୍ବନ ଡେଟିଂ ବା କୌଣସି ଜିନିଷର ଅବସ୍ଥିତି ତଥା ସ୍ଥାପନ ବାବଦରେ ଜାଣିବାକୁ ବ୍ୟବହାର ହେଉଥିବା ଯନ୍ତ୍ର ଦ୍ୱାରା ଯାଞ୍ଚ କରାଯାଉ ।

 

 

Leave A Reply

Your email address will not be published.