ଚୀନକୁ ଆମେରିକାର ଖୋଲା ଚେତାବନୀ ; ଯଦି ଇରାନକୁ ଅସ୍ତ୍ରଶସ୍ତ୍ର ଦେବ ତାହେଲେ..

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚୀନ୍ ଆଡକୁ ମୁହାଁଇଛନ୍ତି। ଇସଲାମାବାଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ ହେବା…

ପଞ୍ଚଭୂତରେ ବିଲୀନ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ତାଙ୍କ ପୁଅ ଆନନ୍ଦ ଭୋସଲେ ମୁଖାଗ୍ନି ଦେଇଛନ୍ତି। ସେ ଏପ୍ରିଲ ୧୨ ତାରିଖରେ ୯୨ ବର୍ଷ ବୟସରେ ଶେଷ…

ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ ଭଲ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଜାହାଜ ଲୋଡ୍‌ କରୁଛୁ

ଇରାନ ସହିତ ଶାନ୍ତି କଥାବାର୍ତ୍ତା ଆରମ୍ଭ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନକୁ ଧମକ ଦେଇଛନ୍ତି। ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି , ୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ୧୦ ହଜାରରୁ ଅଧିକ ପେମେଣ୍ଟ କଲେ ୧ ଘଣ୍ଟା ହେବ ହୋଲ୍ଡ

ଦେଶରେ ଅନଲାଇନ ଫ୍ରଡକୁ ରୋକିବା ପାଇଁ ଆରବିଆଇ କଡ଼ା ପଦକ୍ଷେପ ନେଇଛି । ଏହା ଏବେ ଲାଗୁ ହୋଇନାହିଁ । ଏହି ପ୍ଲାନରେ କିଲ୍ ସୁଇଚ୍ ଠାରୁ ଆରମ୍ଭ କରି ପେମେଣ୍ଟ ହେବାର ୧ ଘଣ୍ଟା ଯାଏଁ ବିଳମ୍ବ…

ରାଜ୍ୟରେ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର

୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ୫ଟି ବିଭାଗର ୧୧ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ। ୩୪୦୦ କୋଟି ଟଙ୍କାର ଅଟଳ ବସ ଷ୍ଟାଣ୍ତ ଯୋଜନା…

ମହିଳାଙ୍କୁ ପ୍ରତି ମାସରେ ମିଳିବ ୩ ହଜାର ,ବସ୍‌ରେ ମାଗଣା ଯାତ୍ରା ସୁବିଧା – ବିଜେପି

ମହିଳାଙ୍କୁ ପ୍ରତି ମାସର ୧ ରୁ ୫ ତାରିଖ ମଧ୍ୟରେ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ସିଧାସଳଖ ସ୍ଥାନାନ୍ତର କରାଯିବ। ସମସ୍ତ ସରକାରୀ କର୍ମଚାରୀ…

ଆଉ ହେବନି ପାଓ୍ବାର୍‌ କଟ୍ : ୩ଟି ଗ୍ରୀଡ୍ ଓ ୮ଟି ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ

ଆଜି ଭୁବନେଶ୍ଵର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟ ନଇମ କାସେମଙ୍କ…