ଦେଶ ଛାଡ଼ି ପଳାଉଥିବାବେଳେ ନେପାଳ ସୀମାରୁ TMC ନେତା ଜାହାଙ୍ଗୀର ଖାନ୍ ଗିରଫ

ଦେଶଛାଡ଼ି ପଳାଇବାକୁ ଚେଷ୍ଟା କରିବା ବେଳେ ତୃଣମୂଳ କଂଗ୍ରେସ ନେତା ଜାହାଙ୍ଗୀର ଖାନ୍ ନେପାଳ ସୀମା ନିକଟରୁ ଗିରଫ । ତାଙ୍କୁ ଏସଟିଏଫ୍ ଗିରଫ କରି କୋଲକାତା ଆଣୁଛି । ଜାହାଙ୍ଗୀର ଖାନ୍…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟି-୨୦ ଡାକରା

ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ସିନିୟର ଟି-୨୦ ଦଳରେ ସ୍ଥାନ ପାଇ ଇତିହାସ ରଚିଛନ୍ତି ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ୍, ୧୯ ବର୍ଷରୁ କମ୍ ବିଶ୍ୱକପ୍ ଏବଂ ଘରୋଇ କ୍ରିକେଟରେ ନିଜର…

ଖାନ୍ ସାରଙ୍କ ନାଁରେ ୨ କୋଟିର ମାନହାନି ମକଦ୍ଦମା, ରୁଜୁ କଲେ ବିଶିଷ୍ଟ ସାମ୍ବାଦିକ ଅଞ୍ଜନା ଓମ୍ କଶ୍ୟପ

ଏବେ ସାରା ଦେଶରେ ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ଜଣାଶୁଣା ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କ ମକଦ୍ଦମା । ଜଣାଶୁଣା ବରିଷ୍ଠ ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ୍ ଏବଂ ଟିଭି…

NEET-UG ୨୦୨୬ ପରୀକ୍ଷା ପାଇଁ ସହର ସୂଚନା ଜାରି, ୱେବସାଇଟକୁ ଯାଇ କରିପାରିବେ ଚେକ୍

NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ । ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ ।…

ଆୟୁଷ୍ମାନ’ ହିତାଧିକାରୀଙ୍କଠୁ ଅର୍ଥ ନେଲେ କାର୍ଯ୍ୟାନୁଷ୍ଠାନ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ…

ମଣିପୁରରେ ସାନି ହିଂସା; ୩ ମୃତ

ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର…

ଚାଉଳର ମିଲିଂ ୨ଗୁଣା ବୃଦ୍ଧି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ…

ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୁଲିସ ଅନୁମତି

ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଆରମ୍ଭ ହୋଇଛି। ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ଏହି…

୧୯ ବିଦେଶୀ ସଂସଦକୁ ସମ୍ବୋଧିତ କରି ରେକର୍ଡ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରୁ ୨୦୨୬ ଗତ ୧୨ ବର୍ଷ ମଧ୍ୟରେ ବିଶ୍ୱର ବିଭିନ୍ନ ଦେଶର ୧୯ ଟି ସଂସଦକୁ ସମ୍ବୋଧିତ କରିଛନ୍ତି। ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା…

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ*

ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନିଜ ଅଭିନୀତ ଫିଲ୍ମ “ଭାରତ ଭାଗ୍ୟ ବିଧାତା” ର ପ୍ରିମିଅର୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶା…