Browsing Category
Politics
ସିବିଆଇ ଏବଂ ଇଡି ଭୟରେ ଭାଜପା ସହିତ ମେଣ୍ଟ କରୁଛି ବିଜେଡି: କଂଗ୍ରେସ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର ଉଭୟ ଦଳଙ୍କୁ କଟାକ୍ଷ କରିଛି କଂଗ୍ରେସ। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର…
୩୭୦ ଉଚ୍ଛେଦ ପରେ ପ୍ରଥମଥର ଶ୍ରୀନଗରରେ ମୋଦି
ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଶ୍ରୀନଗରରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିକଶିତ ଭାରତ,…
ଅଳ୍ପକେ ବଞ୍ଚିଗଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି
ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ନିଜ ସେନା ସହ ମାର୍ଚ୍ଚ କରୁଥିବା ସମୟରେ ତାଙ୍କ ଗାଡି ନିକଟରେ ଏକ କ୍ଷେପଣାସ୍ତ୍ର ମାଡ଼ ହେଇଥିବାର ଚର୍ଚ୍ଚା ହେଉଛି ।…
ଆସନ୍ତା ୧୨ ତାରିଖରେ ଓଡିଶା ଆସୁଛନ୍ତି ଅମିତ ଶାହା
ନୂଆଦିଲ୍ଲୀ (ଆମ ଟିଭି): ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ…
ନୟାଗଡ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଦୋଷୀ
ଭୁବନେଶ୍ୱର (ଆମ ଟିଭି): ନୟାଗଡ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଦୋଷୀ । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦୋଷୀ ଜଣଙ୍କ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ସେ…
ମାର୍ଚ୍ଚ ୧୦ପରେ ଭାରତୀୟ ସେନା ମାଲଦ୍ୱୀପରେ ରହିପାରିବନି: ମାଲଦ୍ୱୀପ
ନୂଆଦିଲ୍ଲୀ (ଆମ ଟିଭି): ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଭାରତ ଓ ମାଲଦ୍ୱୀପ ମଧ୍ୟରେ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତ ବିରୋଧରେ ନୂଆ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାଲଦ୍ୱୀପ…
ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠୀ ଓ କେରଳର ୱାଇନାଡୁ ଆସନରୁ ନିର୍ବାଚନ ଲଢିବେ
ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ନିର୍ବାଚନ ନେଇ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ହୋଇନଥିବା ବେଳେ କିଛି ଚିରାଚରିତ ଆସନ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ…
ହିତାଧିକାରୀଙ୍କୁ ମିଳିଲା ବିଏସ୍କେୱାଇ ନବୀନ କାର୍ଡ
ଭୁବନେଶ୍ୱର (ଆମ ଟିଭି): ହିତାଧିକାରୀଙ୍କୁ ମିଳିଲା ବିଏସ୍କେୱାଇ ନବୀନ କାର୍ଡ । ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର…
ଅପରାହ୍ନରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର (ଆମ ଟିଭି): ଅପରାହ୍ନରେ ବିଜେଡିର ବଡ ବୈଠକ । ବୁଧବାର ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ…
ବିଜେପିରେ ମିଶିଲେ ନାଲ୍କୋର ସିଏମଡି ଡକ୍ଟର ତପନ ଚାନ୍ଦ
ନୂଆଦିଲ୍ଲୀ (ଆମ ଟିଭି): ବିଜେପିରେ ମିଶିଲେ ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲ୍କୋର ସିଏମଡି ଡକ୍ଟର ତପନ ଚାନ୍ଦ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ…