Browsing Category
Politics
ସକାଳେ ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିଲେ, ସଂଧ୍ୟାରେ ଗିରଫ ହେଲେ
ମୁମ୍ବାଇ (ଆମ ଟିଭି): ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଆଜି ସକାଳେ ମୃତ୍ୟୁ ଧମକ ଅସିଥିଲା। ଏହି ଅଭିଯୋଗ ହେବାପରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାରୁ ୨୦୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କଲା ପୁଲିସ
ଲୁଧିଆନା(ଆମ ଟିଭି): ପଞ୍ଜାବ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ୨୦୦ ସହାୟକ ପ୍ରଫେସରକୁ ଗିରଫ କଲା ପୁଲିସ। ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…
ଆସନ୍ତାକାଲି ନିତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, କେଉଁ ଦଳକୁ କେତେ ମିଳିବ ମନ୍ତ୍ରୀ ପଦ ଜାଣନ୍ତୁ…
ପାଟନା(ଆମ ଟିଭି): ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୬ ରେ ବିହାରରେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ସୂଚନା ଅନୁସାରେ ମଙ୍ଗଳବାର ୩୧ ଜଣ ମନ୍ତ୍ରୀ ଶପଥ ନେବେ। ଏମାନଙ୍କ ମଧ୍ୟରେ…
ରଙ୍ଗେଇଲୁଣ୍ଡାରେ ପ୍ରଦୀପ ପାଣିଗ୍ରାହୀ ହଟହଟା, ପତାକା ଉଡ଼ାଇ ନପାରି ଫେରିଗଲେ ବିଧାୟକ
ଗୋପାଳପୁର(ଆମ ଟିଭି): ରଙ୍ଗେଇଲୁଣ୍ଡାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ପଞ୍ଚାୟତର କମଳାପୁରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ…
ମୋଦି ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଶ୍ରୀବୃଦ୍ଧି କରିବାକୁ ଚାହୁଁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଆମ ଟିଭି) : ରବିବାର ଭୁବନେଶ୍ୱର ରେଳ ଷ୍ଟେସନରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଆୟୋଜିତ ହୋଇଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ…
ପ୍ରତିଟି ଭାରତୀୟଙ୍କର ଏହା ଗୌରବର ମୁହୂର୍ତ୍ତ: ନବୀନ ପଟ୍ଟନାୟକ
ଭୁବନେଶ୍ୱର (ଆମ ଟିଭି): ଆଜି ସାରା ଦେଶ ପାଳୁଛି ୭୬ତମ ସ୍ଵାଧୀନତା ଦିବସ। ଏହି ଅବସର ରେ ସବୁଠି ଉତ୍ସବ ମୁଖର। ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାତ ତିଆରି ତ୍ରିରଙ୍ଗା ଦେଲେ ମିଶନ ଶକ୍ତି ମହିଳା
ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଦେଲେ ହାତ ତିଆରି ଜାତୀୟ ପତାକା । ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମହିଳା ମାନେ । ରାଜ୍ୟର…
ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ: ସୁରକ୍ଷା କଡ଼ାକଡ଼ି
ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ତାଇୱାନ ଉପରେ ଅମେରିକାର ନଜର: ନାନ୍ସି ପେଲୋସିଙ୍କ ପରେ ପହଞ୍ଚିଲେ ଆମେରିକା ସାଂସଦ ପ୍ରତିନିଧିମଣ୍ଡଳ
ନୂଆଦିଲ୍ଲୀ (ଆମ ଟିଭି): ତାଇୱାନ ଉପରେ ନଜର ପକାଇଛି ଆମେରିକା । ଆମେରକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନରେ ପହଞ୍ଚିଛନ୍ତି…
ରାତି ପାହିଲେ ୭୬ତମ ସ୍ୱାଧୀନତା ଦିବସ: ୪ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ (ଆମ ଟିଭି): ଅଗଷ୍ଟ ୧୫ ପୂର୍ବରୁ ୪ ଆତଙ୍କବାଦୀ ଗିରଫ । ଏକ ମିଳିତ ଅପରେସନରେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ମିଳିତ କମ୍ବିଂରେ…