Browsing Category
Politics
ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ’ଣ କହିଲେ ?
ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସର…
ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଗର୍ଜିବ କଂଗ୍ରେସ
ନୂଆଦିଲ୍ଲୀ(ଆମ ଟିଭି): ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଥରେ ରାଜରାସ୍ତାରେ ଗର୍ଜନ କରିବ କଂଗ୍ରେସ। ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ…
ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ
କୋଲକାତା(ଆମ ଟିଭି): ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ…
ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ଭାଗ ବଣ୍ଟା: ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ଓ ଅର୍ଥ ବିଭାଗ
ମୁମ୍ବାଇ(ଆମ ଟିଭି): ଲମ୍ବା ସମୟ ଅପେକ୍ଷା ପରେ ଏବେ ସିନେ୍ଧ ସରକାରରେ ମନ୍ତ୍ରୀ ମଣ୍ଡଳ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗର ଦାୟିତ୍ୱ…
ରାଜ୍ୟ କଂଗ୍ରେସରେ ମୋକିମ-ଶରତ ମଧ୍ୟରେ ଶୀତଳ ଯୁଦ୍ଧ
ଭୁବନେଶ୍ବର(ଆମ ଟିଭି): ରାଜ୍ୟ କଂଗ୍ରେସରେ ଜାରି ରହିଛି ଶୀତଳ ଯୁଦ୍ଧ। ବଢୁଛି ପିସିସି ସଭାପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ ବିବାଦ । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି…
ସମୀର ୱାଙ୍ଖଡେଙ୍କୁ କ୍ଲିନଚିଟ୍
ନୂଆଦିଲ୍ଲୀ (ଆମ ଟିଭି): ସମୀର ୱାଙ୍ଖଡେଙ୍କୁ କ୍ଲିନ୍ ଚିଟ୍ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ…
ବିଜେପି ଉପରେ ବର୍ଷିଲେ ତେଜସ୍ୱୀ: କହିଲେ ଏମିତି କଥା ?
ପାଟନା (ଆମ ଟିଭି): ବିହାରରେ ବେକାରୀ ନିଯୁକ୍ତି ନେଇ ବିଜେପି ଉପରେ ବର୍ଷିଲେ ତେଜସ୍ୱୀ ଯାଦବ । ବିହାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଭାରତୀୟ ଜନତା…
ସ୍ୱାଧୀନତା ଦିବସରେ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ!
ନୂଆଦିଲ୍ଲୀ (ଆମ ଟିଭି): ଦେଶ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ଦେଶ ଉତ୍ସବମୁଖର । ସେପଟେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ…
ଜେଲ୍ ଯିବେ କି ଟ୍ରମ୍ପ୍?
ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢିବାରେ ଲାଗିଛି । FBI ରେଡ୍ ବେଳେ ଟ୍ରମ୍ପଙ୍କ ଫ୍ଲୋରିଡ଼ା ସ୍ଥିତ ମାର-ଏ-ଲାଗୋ ବାସଭବନରୁ ବାହାରିଛି ଗୁରୁତ୍ୱପୂର୍ଣ୍ଣ…
ନିଜ ଘରେ ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ
କୁଶିନଗର(ଆମ ଟିଭି): ନିଜ ଘରେ ତ୍ରିରଙ୍ଗା ବଦଳରେ ଉଡାଇଲେ ପାକିସ୍ତାନ ପତାକା । ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ ହୋଇଛନ୍ତି। ନିଜ ଘରେ ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ ଅଭିଯୋଗରେ…