ବିଧାନସଭା ନିର୍ବାଚନ ଲଢିବେନି ମେହେବୁବା ମୁଫତି: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କାଶ୍ମୀରରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ନଫେରିବା ଯାଏ ଲଢିବେ ନାହିଁ ନିର୍ବାଚନ । ପିଡିପିର ମୁଖ୍ୟ ମେହବୁବା ମୁଫ୍ତି ଆଜି…

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି କଲେ ସିବିଆଇ କୋର୍ଟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି । ବାରମ୍ବାର…

କାଲି ହେବ ମନ୍ତ୍ରୀ ମଣ୍ଡଳର ସଂମ୍ପ୍ରସାରଣ

ଭୁବନେଶ୍ୱର: ଆସନ୍ତାକାଲି ନବୀନ ପଟ୍ଟନାୟକ ନିଜର ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାକୁ ଯାଉଛନ୍ତି । ଆସନ୍ତାକାଲି ନୂଆମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାବେଶ ଅନୁଷ୍ଠିତ ହେବ ।…

ରାଷ୍ଟ୍ରପତି କରନ୍ତୁ ନୂତନ ସଂସଦ ଭବନର ଉଦଘାଟନ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଗୃହର ଉଦଘାଟନ ଭୁଲ ବୋଲି କହିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନୁହଁନ୍ତି ନୂତନ ସଂସଦ…

୨୪ଯାଏ ତାତିରୁ ଆଶ୍ୱସ୍ତି ନାହିଁ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ତାଣ୍ଡବ। ଶନିବାର ଦିନ ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ…

ହିରୋସୀମାରେ ବାପୁଙ୍କ ପ୍ରତିମା ପ୍ରତିମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ: ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ହିରୋସୀମାରେ ପହଞ୍ଚିଛନ୍ତି । ଏହି ଅବସରରେ ମୋଦି ହିରୋସୀମାରେ ମହାତ୍ମା…

୨ ହଜାରିଆ ବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମଲ୍ଲିକା ଅର୍ଜୁନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରି ନେବା ନିମନ୍ତେ ଘୋଷଣା ହେବା ପରଠୁ ଜୋର ଧରିଛି ରାଜନୀତି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ…

ବଢିବ ଯୁକ୍ତ ଦୁଇ ସିଟ,, ମନ୍ତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟି୍ରିକ ରେଜଲ୍ଟ । ଚଳିତ ପାସ ହାର ବହୁତ ଅଧିକ । ରେକର୍ଡ ସଂଖ୍ୟକ ପିଲା ପାସ କରିଛନ୍ତି । ଯାହାକୁ ଦେଇ ଯୁକ୍ତ ୨ ଆଡମିଶନରେ ସିଟ ସଂଖ୍ୟାକୁ ନେଇ ଆଶଙ୍କା…

କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ,, ରାହୁଲ ଗାନ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକର ନୂତନ ଭାବେ ନିଯୁକ୍ତ କଂଗ୍ରେସ ସରକାର ଏହାର ପ୍ରଥମ କ୍ୟାବିନେଟରେ ୫ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି…

ରାଉରକେଲାରେ ଜଳିଗଲା ମୋ ବସ

ଭୁବନେଶ୍ୱର : ରାଉରକେଲାରେ ଆଜି ଏକ ‘ମୋ ବସ୍‌’ ଜଳିଯାଇଛି। ତେବେ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି।ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ବସ୍‌ଟି…