ଇମ୍ରାନଙ୍କ ବାସଭବନକୁ ଘେରିଲା ପୋଲିସ, ଜାଣନ୍ତୁ କାହିଁକି ?

ଇସଲାମାବାଦ: ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରକୁ ପୋଲିସ ଘେରି ରହିଛି। ଇମ୍ରାନ ଖାନଙ୍କ ଘରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ନେଇ ସୂଚନାପରେ ଗ୍ରହଣ…

ବୋହୂଙ୍କ ଅଭିଯୋଗ ପରେ ଏପରି କହିଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା?

ଭୁବନେଶ୍ୱର (ଆମ ଟିଭି): ଅଡୁଆରେ ବିଧାୟକ ଶଶୀଭୂଷଣ ବେହେରା । ତାଙ୍କ ନାଁରେ ଯୌତୁକ ନିର୍ୟାତନା ଆଣିଛନ୍ତି ବୋହୂ ରୋନାଲି ବେହେରା । ବୋହୁଙ୍କ ନିର୍ୟ୍ୟାତନା ଅଭିଯୋଗରେ ପ୍ରତିକ୍ରିୟା…

ନଡ୍ଡାଙ୍କୁ ଭେଟିଲେ ମନମୋହନ

ନୂଆଦିଲ୍ଲୀ (ଆମ ଟିଭି): ନଡ୍ଡାଙ୍କୁ ଭେଟିଲେ ମନମୋହନ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀ ସ୍ଥିତ ବିଜେପି…

ଆଜି ମନ୍ତ୍ରୀମଣ୍ଡଳରେ ହୋଇପାରେ ଅଦଳବଦଳ

ଭୁବନେଶ୍ୱର (ଆମ ଟିଭି): ପୁଣି ବଢିଲା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ଆଜି ଓଡିଶା ଫେରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ହରିୟାଣା ଗସ୍ତରେ ଥିବା ରାଜ୍ୟପାଳ ଦିନକ ପାଇଁ…

ୟୁରୋପୀୟ ୟୁନିଅନଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ଉପରେ ଭଡ଼କିଲା ୟୁରୋପୀୟ ୟୁନିଅନ । ଖପ୍ପା ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଲା। ଭାରତ ନିଜର ଏହି ଅଭ୍ୟାସ ତୁରନ୍ତ ନ ବଦଳାଇଲେ କଡ଼ା କର୍ଯ୍ୟାନୁଷ୍ଠାନର…

ସିଦ୍ଧିରମୈୟା ହେବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ : ଚାରି ଦିନର ପରେ କଂଗ୍ରେସ କର୍ଣ୍ଣାଟକର ସିଏମ୍‌ ନାମ ଚୂଡାନ୍ତ କରିଛି ଦଳ । ଦଳ ପୁଣି ଥରେ ସିଦ୍ଧରମୈୟାଙ୍କ ଉପରେ ବିଶ୍ୱାସକୁ କରିଛି । ସୂଚନାନୁସାରେ, କଂଗ୍ରେସ ସଭାପତି…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା: ଆସନ୍ତାକାଲି ନେବେ ଶପଥ

ନୂଆଦିଲ୍ଲୀ (ଆମ ଟିଭି): କର୍ଣ୍ଣାଟକରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? ଏହାକୁ ନେଇ ଦୀର୍ଘ ୪ ଦିନ ଧରି ଚାଲିଥିଲା ବିଚାରମିବର୍ଷ । ଆଜି ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଆସିଛି । ଦଳ ପୁଣି ଥରେ…

ବଢିଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟାବସ୍ଥା

କୋଲ୍‌କାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା ‘ଜେଡ୍‌’ ବର୍ଗକୁ ବୃଦ୍ଧି କରାଇବା ଲାଗି…

କାଲିଠାରୁ ପୁରୀରୁ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉକ୍ତ…

କାହିଁକି ଏମିତି କହିଲେ ବସବରାଜ ବୋମାଇ

ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଧୂଳି ଚାଟିଥିବା ବେଳେ ବିପୁଳ ଭୋଟରେ ଜିତିଛି କଂଗ୍ରେସ । ଅପ୍ରତ୍ୟାଶିତ ଭାବେ ଦଳ ହାର୍‌ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ…