ବଢ଼ିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁଆ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିଷୟରେ ସାଂଘାତିକ ତଥ୍ୟ ଏନସିବି…

୨୮ରେ ନୂଆ ସଂସଦ ଭବନ ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍‌ଡିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍‌ଡିଂକୁ ଉଦଘାଟନ କରିବେ। ୪ ମହଲା…

ଆହୁରି ୫ ଦିନ ଅସୟ ତାତିରେ ଭାଜି ହେବ ଓଡିଶା

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ୪୪.୨ ଡିଗ୍ରି ତାପମାତ୍ରା ସହ ‌ସୋନପୁର ରାଜ୍ୟର ଉତ୍ତପ୍ତ ସହର…

ଜି-୨୦ ବୈଠକରେ ଯୋଗ ଦେବେନି ଚୀନ୍‌, ତୁର୍କୀ

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ କାଶ୍ମୀରରେ ଜି-୨୦ ଟୁରିଜିମ ସମ୍ମିଳନୀ ଅଛି। ଧାରା ୩୭୦ ଉଚ୍ଛେଦ ହେବାପରେ କାଶ୍ମୀରରେ ଏହା ସବୁଠାରୁ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ତେବେ ଶ୍ରୀନଗରରେ…

ଶପଥ ନେଲେ ଆଉ ଦୁଇ ନୂଆ ବିଚାରପତି

ନୂଆଦିଲ୍ଲୀ: ବିଚାପତି ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡ୍‌ଭୋକେଟ୍‌ କେ. ଭି. ବିଶ୍ବନାଥନଙ୍କୁ ଆଜି ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଶପଥ ପାଠ କରାଯାଇଛି।ଭାରତର ପ୍ରଧାନ ବିଚାରପତି…

ପ୍ରଥମେ କେରଳ ଷ୍ଟୋରୀ ଫିଲ୍ମ ଦେଖିବି, ତାପରେ ରାୟ ଶୁଣାଇବି: ଜାଣନ୍ତୁ କାହିଁକି ଏପରି କହିଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ (ଆମ ଟିଭି): ଦି କେର​ଳ ଷ୍ଟୋରୀ ଫିଲ୍ମକୁ ନେଇ ସାରା ଦେଶରେ ବିବାଦ ଲାଗି ରହିଛି । କେଉଁଠି ଏହାକୁ ବିରୋଧ କରାଯାଉଛି ତ ଆଉ କେଉଁଠି ଏହାକୁ ସ୍ଵାଗତ କରାଯାଉଛି। ଏହାରି ଭିତରେ,…

ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ୫ ଜିଲ୍ଲାର ଏସପି

ଭୁବନେଶ୍ୱର (ଆମ ଟିଭି): ରାଜ୍ୟର ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ.…

ଇମ୍ରାନଙ୍କ ଘରେ ଆତଙ୍କବାଦୀ ଲୁଚିଥିବା ପ୍ରସଙ୍ଗ: ମୁହଁ ଖୋଲିଲେ ଇମ୍ରାନ୍

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଇମ୍ରାନ୍ ଖାନଙ୍କୁ ନେଇ ଏବେ ଜୋରରେ ଚର୍ଚ୍ଚା । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନକୁ ଘେରି ରହିଛି ପାକିସ୍ତାନ ପୁଲିସ ।…

କର୍ଣ୍ଣାଟକରେ ୨୦ରେ ଶପଥ ଉତ୍ସବ: ନବୀନଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର (ଆମ ଟିଭି): କର୍ଣ୍ଣାଟକରେ ବିପୁଳ ବିଜୟ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବାକୁ ଯାୁଛି । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଭାବେ…

ଓଡ଼ିଶାରେ ଗଡ଼ିବ “ବନ୍ଦେ ମେଟ୍ରୋ’

ଭୁବନେଶ୍ୱର (ଆମ ଟିଭି): ଭାରତୀୟ ରେଳରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ଆଜି ରାଜ୍ୟକୁ ମିଳିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ…