ମମତାଙ୍କୁ ସୁରେଶ ପୂଜାରୀଙ୍କ ଟାର୍ଗେଟ ; ଦିଦି କହୁଛନ୍ତି ଇସ୍ତଫା ଦେବେ ନାହିଁ, ସମ୍ବିଧାନ ଅନୁସାରେ ତଡ଼ା ଖାଇବେ

0

ଦିଦି କହୁଛନ୍ତି ଇସ୍ତଫା ଦେବେ ନାହିଁ । ଶେଷରେ ସମ୍ବିଧାନ ଅନୁସାରେ ତଡ଼ା ଖାଇବେ । ପଶ୍ଚିମବଙ୍ଗରେ ଦିଦିଙ୍କ ଦୌରାତ୍ମ୍ୟରେ ଅବସାନ ଘଟିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ମନ୍ଦିର ସବୁଠି ଅଛି । ଧାମ କେବଳ ଗୋଟିଏ । ତାହା ହେଉଛି ପୁରୀ । ପଶ୍ଚିମବଙ୍ଗରେ ଦିଦିଙ୍କ ଦୌରାତ୍ମ୍ୟର ଅବସାନ ଘଟିଛି। ସେ ଏବେ କହୁଛନ୍ତି ଶହେରୁ ଅଧିକ ସିଟ୍‌ରେ ବିଜେପି ଭୋଟ ଚୋରି କରି ଜିତିଛି। ଯଦି ଭାରତୀୟ ଜନତା ପାର୍ଟି ପଶ୍ଚିମ ବଙ୍ଗରେ ଭୋଟ ଚୋରି କରି ଜିତିପାରିଲା, ତେବେ କେରଳ କିମ୍ବା ତାମିଲନାଡୁରେ ସେମିତି ବଳ ପ୍ରୟୋଗ କରି ଜିତିପାରିଥାନ୍ତା

Leave A Reply

Your email address will not be published.